Below header

ହାଇକୋର୍ଟରେ ଏଏସଓ ମାମଲା: ଆବେଦନର ନକଲ ଦେବାକୁ ଓପିଏସସି ଓକିଲଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ(କେନ୍ୟୁଜ୍):  ହାଇକୋର୍ଟରେ ଏଏସଓ ପରୀକ୍ଷା ମୂଲ୍ୟାୟନ ସଂପର୍କିତ ମାମଲା । ଓପିଏସସି ଓକିଲଙ୍କୁ ଆବେଦନର ନକଲ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ସବଜେକ୍ଟ ୱାଇଜ କ୍ୱାଲିଫାଇଂ ମାର୍କକୁ ନେଇ ଆପତ୍ତି ଉଠାଇଲେ ଆବେଦନକାରୀ । ପୂର୍ବ ପଦ୍ଧତି ଅନୁଯାୟୀ ମେରିଟ ଲିଷ୍ଟ ପ୍ରକାଶ କରିବାକୁ ଆବେଦନ । ଆସନ୍ତା ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.