Below header

ଭୁବନେଶ୍ବର: ନିଲମ୍ବିତ ହେଲେ ବିଧାନସଭା ଡିସ୍ପେନସାରୀ ମେଡିକାଲ ଅଫିସର, ତୃତୀୟ କରୋନା ଆକ୍ରାନ୍ତଙ୍କୁ କରିଥିଲେ ଚିକିତ୍ସା

କେନ୍ୟୁଜ୍(ବ୍ୟୁରୋ):  ତୃତୀୟ କରୋନା ଆକ୍ରାନ୍ତଙ୍କ ଚିକିତ୍ସାକୁ ନେଇ ବିବାଦରେ ଥିବା ବିଧାନସଭା ଡିସ୍ପେନସାରୀ ମେଡିକାଲ ଅଫିସର ଡ. ଲଳିତ ବେହେରା ନିଲମ୍ବିତ । ତୃତୀୟ କରୋନା ଆକ୍ରାନ୍ତ  ଗତ ୧୬ରେ ବିଧାନସଭା ଡିସ୍ପେନସାରୀ ଆସିଥିଲେ । ପରେ  ସେଠାରୁ ସେ ଅନ୍ୟାନ୍ୟ ମେଡିକାଲ ଯାଇଥିବାର  ସୂଚନା ମିଳିଥିଲା। କୁହାଯାଉଛି କି କର୍ତ୍ତବ୍ୟରେ ଅବହେଳା କାରଣରୁ ଓ Covid-19 ରୁଲକୁ ଭାଙ୍ଗିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର। ଏ ସମୟରେ ସେ ହେଡକ୍ୱାର୍ଟର ଛାଡି ନଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.