Below header

ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଡ ସେକ୍ସନ ଅଫିସର, ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ

ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଡ ସେକ୍ସନ ଅଫିସର। ଜଳସମ୍ପଦ ବିଭାଗ ଇଞ୍ଜିନିୟର ଇନ ଚିଫ ଭୁବନେଶ୍ୱର ଅଫିସ ର ଏଏସଓ ସୌମ୍ୟ ରଞ୍ଜନ ଦାଶ। ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ। ଏକ ଗୃହ ଋଣ ଫାଇଲ କାମ ପାଇଁ ନେଉଥିଲେ ଏହି ଲାଞ୍ଚ।

ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଡ ସେକ୍ସନ ଅଫିସର। ଜଳସମ୍ପଦ ବିଭାଗ ଇଞ୍ଜିନିୟର ଇନ ଚିଫ ଭୁବନେଶ୍ୱର ଅଫିସ ର ଏଏସଓ ସୌମ୍ୟ ରଞ୍ଜନ ଦାଶ। ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ। ଏକ ଗୃହ ଋଣ ଫାଇଲ କାମ ପାଇଁ ନେଉଥିଲେ ଏହି ଲାଞ୍ଚ। ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ। ଟ୍ରାପ ପରେ ଏଏସଓଙ୍କ ଦୁଇଟି ସ୍ଥାନରେ ଯାଞ୍ଚ କରୁଛି ଭିଜିଲାନ୍ସ। ସୌମ୍ୟ ରଞ୍ଜନ ଦାଶଙ୍କ ଆୟ ବର୍ହିଭୁତ ସମ୍ପତ୍ତିର ଯାଞ୍ଚ କରୁଛି ଭିଜିଲାନ୍ସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.