Below header

ବଡ଼ମ୍ବାରୁ ବଜ୍ରକାପ୍ତା ଉଦ୍ଧାର

ଆଠଗଡ଼: ଆଠଗଡ଼ ବନ ବିଭାଗ ପକ୍ଷରୁ ଆଜି ଅପରାହ୍ନରେ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଆଠଗଡ଼ ଅଞ୍ଚଳ ବଡ଼ମ୍ବା ରେଞ୍ଜର ଖରୋଡ଼ ଗ୍ରାମ ନିକଟସ୍ଥ ତାଳଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲରୁ ଏହି ବିରଳ ପ୍ରାଣୀକୁ ଉଦ୍ଧାର କରାଯାଇଛି।

ଏଥିସହ ପଢ଼ନ୍ତୁ: ସୂଚନା କମିଶନର ଭାବେ ଦାୟିତ୍ୱ ନେଲେ ଜଷ୍ଟିସ୍‌ ବି. କେ ମହାପାତ୍ର

ଉଦ୍ଧାର ପରେ ନନ୍ଦନକାନନରେ ଏହାକୁ ଛଡ଼ାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.