Browsing Tag

Pangolin Rescued

ବନ୍ୟପ୍ରାଣୀ ତସ୍କରଙ୍କ ନୂଆ ଆଡ୍ଡା ଦେବଗଡ଼: ଆଜି ପୁଣି ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି ସ୍ପେଶାଲ ସ୍କ୍ଵାଡ

କେନ୍ୟୁଜ୍(ବ୍ୟୁରୋ): ଦେବଗଡ଼ ଜିଲ୍ଲା ପାଲଟିଛି ବନ୍ୟପ୍ରାଣୀ ତସ୍କରଙ୍କ ନୂଆ ଆଡ୍ଡା । ଆଜି ପୁଣି ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି ଜିଲ୍ଲା ପୋଲିସର ସ୍ପେଶାଲ ସ୍କ୍ଵାଡ। ଆଜି ଦେବଗଡ଼ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ରାଜକିଶୋର ପାଇକରାୟ ସୂଚନା…

STF ପଞ୍ଝାରେ ଚୋରା ଚାଲାଣକାରୀ: ଡିଲ୍‌ ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ବଲାଙ୍ଗିର(କେନ୍ଯୁଜ୍): STF ପଞ୍ଝାରେ ବଜ୍ରକାପ୍ତା ଚୋରା ଚାଲାଣକାରୀ । ଡିଲ୍‌ ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ବଲାଙ୍ଗିର ଜିଲ୍ଲା ବରଗାଁ ଛକ ନିକଟରେ ବଜ୍ରକାପ୍ତା ଉଦ୍ଧାର ସହ ଜଣଙ୍କୁ ଗିରଫ କରିଛି STF । ଗିରଫ ଅଭିଯୁକ୍ତର ନାଁ ଅଜିତ କୁମାର ବୁଡେକ। ୨୦୨୦…

ଜଙ୍ଗଲରୁ ବାଟବଣା ହୋଇ ଜନବସତି ମୁହାଁ ବଜ୍ରକାପ୍ତା, ଉଦ୍ଧାର କଲା ଜଗନ୍ନାଥପ୍ରସାଦ ବନବିଭାଗ

ଭଞ୍ଜନଗର(କେନ୍ଯୁଜ୍): ଜଗନ୍ନାଥପ୍ରସାଦ ବନାଞ୍ଚଳ ଅନ୍ତର୍ଗତ ବନ୍ତା ଗାଁ ନିକଟ ନୂଆସାହିରୁ ବଜ୍ରକାପ୍ତା ଉଦ୍ଧାର । ଜଙ୍ଗଲରୁ ବାଟବଣା ହୋଇ ଜନବସତି ମୁହାଁ ହେଉଥିବା ବଜ୍ରକାପ୍ତାକୁ ଉଦ୍ଧାର କରିଛି ଗଞ୍ଜାମ ଜଗନ୍ନାଥପ୍ରସାଦ ବନବିଭାଗ। ଉକ୍ତ ବଜ୍ରକାପ୍ତାକୁ ଉଦ୍ଧାର କରାଯିବା ପରେ ଚିକିତ୍ସା…

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର: ଡିଲ୍‌ ବେଳେ ମାଡିବସିଲା STF, ଜଣେ ଗିରଫ

ବରଗଡ(କେନ୍ଯୁଜ୍):  STF ପଞ୍ଝାରେ ବଜ୍ରକାପ୍ତା ଚୋରା ଚାଲାଣକାରୀ । ଡିଲ୍‌ ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ବରଗଡ ବନବିଭାଗ ସହାୟତାରେ ବଜ୍ରକାପ୍ତା ଉଦ୍ଧାର ସହ ଜଣଙ୍କୁ ଗିରଫ କରିଛି STF । ଗିରଫ ଅଭିଯୁକ୍ତର ନାଁ ଜଗତ ଥେଲା। ବରଗଡ ଜିଲ୍ଲା ଖାନ୍ସୁମେନ୍‌ ଦେବୀ ମନ୍ଦିର…

ଡିଲ୍‌ ବେଳେ ମାଡି ବସିଲା ବନ ବିଭାଗ: ଗୋଟିଏ ଜୀବନ୍ତ ବଜ୍ରକାପ୍ତା ସହ ୨ ଗିରଫ

ବାଲିଗୁଡା(କେନ୍ଯୁଜ୍): ଡିଲ୍‌ ବେଳେ ମାଡି ବସିଲା ବନ ବିଭାଗ । ବାଲିଗୁଡା କୋଟଗଡ ବନ ବିଭାଗ ଦ୍ୱାରା ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ସହ ୨ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । କୋଟଗଡ ବନାଞ୍ଚଳର ଯୁବାଗୁଡା ଛକ ଠାରେ ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍‌ ଚାଲିଥିବା ବେଳେ ବନ ବିଭାଗ…

କରଞ୍ଜିଆ ପୋଲିସକୁ ବଡ ସଫଳତା: ୪ କୋଟି ଟଙ୍କାର ବଜ୍ରକାପ୍ତା କାତି ଜବତ, ୧୫ଅଟକ

କରଞ୍ଜିଆ(କେନ୍ଯୁଜ୍): କରଞ୍ଜିଆ ପୋଲିସକୁ ବଡ ସଫଳତା। କରଞ୍ଜିଆ ଗୋଲେଇ ବାଇପାସ ନିକଟରେ ବେଆଇନ ବଜ୍ରକାପ୍ତା କାତି କାରବାର ବେଳେ ଚଢାଉ କଲା କରଞ୍ଜିଆ ପୋଲିସ। ବିପୁଳ ପରିମାଣର ବଜ୍ରକାପ୍ତା କାତି ଜବତ କରାଯାଇଛି। ବଜ୍ରକାପ୍ତା କାତିର ଆନୁମାନିକ ମୂଲ୍ୟ ୪ କୋଟି ଟଙ୍କା ହେବ ବୋଲି ଅନୁମାନ…

STF ପଞ୍ଝାରେ ଚୋରା ଚାଲାଣକାରୀ: ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଜବତ, ୨ ଗିରଫ

କନ୍ଧମାଳ(କେନ୍ଯୁଜ୍): STF ପଞ୍ଝାରେ ବଜ୍ରକାପ୍ତା ଚୋରା ଚାଲାଣକାରୀ। ଡିଲ୍‌ ବେଳେ ମାଡି ବସିଲା STF। ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଜବତ। ଦୁଇ ଜଣ ଚୋରା ଚାଲାଣକାରୀ ଗିରଫ ହୋଇଛନ୍ତି। କନ୍ଧମାଳର ଜକିକିଆ ଏନ୍‌ଏଚ-୫୯ କଡ଼ରେ ଡିଲ୍‌ ବେଳେ ମାଡି ବସିଲା STF । ଶିବାନନ୍ଦ ମଲ୍ଲିକ ଓ ରାସ୍ତରା…

ବରଗଡ ରେମତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ବରଗଡ(କେନ୍ଯୁଜ୍): ଗାଁରୁ ଉଦ୍ଧାର ହେଲା ବଜ୍ରକାପ୍ତା । ବରଗଡ ଜିଲ୍ଲା ବରପାଲି ବ୍ଲକ ରେମତା ଗାଁରୁ ବଜ୍ରକାପ୍ତା ଉଦ୍ଧାର ହୋଇଛି । ବିଶେଷ ସୁତ୍ରରୁ ଖବର ପାଇ ବରଗଡ ରେଞ୍ଜ ବନ ବିଭାଗ ଗାଁର ଏକ କ୍ଳବ ଘରେ ଚଢଉ କରି ବଜ୍ରକପ୍ତାକୁ ଉଦ୍ଧାର କରିଛନ୍ତି । ବଜ୍ରକାପ୍ତାଟିକୁ ଉଦ୍ଧାର କରିବା ପରେ…

ଡିଲ୍‌ ବେଲେ ମାଡିବସିଲା STF: ଗୋଟିଏ ଜୀବନ୍ତ ବଜ୍ରକାପ୍ତା ସହ ଏକ ଟାଟା ଇଣ୍ଡିଗୋ ଗାଡି ଜବତ, ୨ଗିରଫ

ଖୋର୍ଦ୍ଧା(କେନ୍ଯୁଜ୍): STF ପଞ୍ଝାରେ ବଜ୍ରକାପ୍ତା ଚୋରା ଚାଲାଣକାରୀ। ଡିଲ୍‌ ବେଲେ ମାଡିବସିଲା। ଗୋଟିଏ ଜୀବନ୍ତ ବଜ୍ରକାପ୍ତା ସହ ଏକ ଟାଟା ଇଣ୍ଡିଗୋ ଗାଡି ଜବତ। ଖୋର୍ଦ୍ଧା ପିତାପଲି ଅଞ୍ଚଳରୁ ୨ଜଣ ଚୋରା ଚାଲାଣକାରୀଙ୍କୁ ମଧ୍ୟ ଗିରଫ କରିଛି STF। ଗିରଫ ଦୁଇ ଜଣ କୈଳାସ ଖୋସଲା ଓ ଚୈତନ୍ୟ…

ରାଜ୍ୟ ବାହାରକୁ ଚୋରା ଚାଲାଣବେଳେ କଟକ ବିରିବାଟୀରୁ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

କଟକ : କଟକ ବିରିବାଟୀରୁ ବଜ୍ରକାପ୍ତା ଉଦ୍ଧାର । କଟକରୁ ରାଜ୍ୟ ବାହାରକୁ ଚୋରା ଚାଲାଣ ବେଳେ ବଜ୍ରକାପ୍ତା ଉଦ୍ଧାର କରିଛି ଏସଟିଏଫ ଟିମ୍‌ । ଘଟଣାରେ ଗୁମୁତିପୁରର ସନ୍ତୋଷ କୁମାର ଦଳାଇଙ୍କୁ ଗିରଫ କରିଛି ଏସଟିଏଫ । ତାଙ୍କ ନିକଟରୁ ଜୀବନ୍ତ ବଜ୍ରକାପ୍ତା ସମେତ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ…

କୋରାପୁଟ: ବିକ୍ରି ଉଦ୍ଦେଶ୍ୟରେ ଥିବା ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କଲା ବୈପାରିଗୁଡା ବନ ବିଭାଗ, ଜଣେ ଗିରଫ

କୋରାପୁଟ(କେନ୍ୟୁଜ୍):  ୪ କେଜି ଓଜନର ବଜ୍ରକାପ୍ତା ଉଦ୍ଧାର କଲା  ବନ ବିଭାଗ ।  ବିକ୍ରି କରିବାକୁ ରଖାଯାଇଥିବା ବେଳେ ବୈପାରିଗୁଡା ବନ ବିଭାଗ ହାତରେ ଧରାପଡିଛି । ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଜଣକୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଗିରଫ ବ୍ୟକ୍ତିର ନାମ ଇଶ୍ବର ହନ୍ତାଳ ଓ ତା ଘର…

ଝାରସୁଗୁଡା ବ୍ରଜରାଜନଗର ନୂଆଡିହି ଗାଁରୁ ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର

ଝାରସୁଗୁଡା: ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର । ଝାରସୁଗୁଡା ବ୍ରଜରାଜନଗର ନୂଆଡିହି ଗାଁରୁ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି। ଗାଁଲୋକେ ରାସ୍ତାରେ ବଜ୍ରକାପ୍ତାକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ତାକୁ ଉଦ୍ଧାର କରିଥିଲେ । ଉଦ୍ଧାର…