STF ପଞ୍ଝାରେ ଚୋରା ଚାଲାଣକାରୀ: ଡିଲ୍‌ ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ବଲାଙ୍ଗିର(କେନ୍ଯୁଜ୍): STF ପଞ୍ଝାରେ ବଜ୍ରକାପ୍ତା ଚୋରା ଚାଲାଣକାରୀ । ଡିଲ୍‌ ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ବଲାଙ୍ଗିର ଜିଲ୍ଲା ବରଗାଁ ଛକ ନିକଟରେ ବଜ୍ରକାପ୍ତା ଉଦ୍ଧାର ସହ ଜଣଙ୍କୁ ଗିରଫ କରିଛି STF । ଗିରଫ ଅଭିଯୁକ୍ତର ନାଁ ଅଜିତ କୁମାର ବୁଡେକ।

pangolin

 

୨୦୨୦ ମସିହାରୁ ଏପର୍ଯ୍ୟନ୍ତ ୧୦ଟି ବଜ୍ରକାପ୍ତା ସହ ୧୬କେଜି ବଜ୍ରକାପ୍ତା କାତି ଜବତ ହୋଇଛି।

ବନ୍ୟପ୍ରାଣୀ ଅପରାଧ ମାମଲାରେ ମୋଟ ୫୬ଜଣଙ୍କୁ ଗିରଫ କରିଛି STF।