STF ପଞ୍ଝାରେ ଚୋରା ଚାଲାଣକାରୀ: ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଜବତ, ୨ ଗିରଫ

କନ୍ଧମାଳ(କେନ୍ଯୁଜ୍): STF ପଞ୍ଝାରେ ବଜ୍ରକାପ୍ତା ଚୋରା ଚାଲାଣକାରୀ। ଡିଲ୍‌ ବେଳେ ମାଡି ବସିଲା STF। ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଜବତ। ଦୁଇ ଜଣ ଚୋରା ଚାଲାଣକାରୀ ଗିରଫ ହୋଇଛନ୍ତି। କନ୍ଧମାଳର ଜକିକିଆ ଏନ୍‌ଏଚ-୫୯ କଡ଼ରେ ଡିଲ୍‌ ବେଳେ ମାଡି ବସିଲା STF ।

ଶିବାନନ୍ଦ ମଲ୍ଲିକ ଓ ରାସ୍ତରା ଭୋଇକୁ ଗିରଫ କରିଛି STF। ବର୍ଷକରେ ବନ୍ଧା ହେଲେଣି ୪୫ ବନ୍ୟଜନ୍ତୁ ଚୋରାଚାଲାଣକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.