Below header

ଭିଜିଲାନ୍ସ ଜାଲରେ ଆଠମଲ୍ଲିକ ସମବାୟ ସମିତି ସମ୍ପାଦକ ପଦ୍ମଲୋଚନ ସାହୁ

କେନ୍ୟୁଜ୍(ବ୍ୟୁରୋ): ଭିଜିଲାନ୍ସ ଜାଲରେ ସମବାୟ ସମିତି ସମ୍ପାଦକ ପଦ୍ମଲୋଚନ ସାହୁ । ଲାଞ୍ଚ ନେଇ ଧରାପଡ଼ିଲେ ଆଠମଲ୍ଲିକ ସାନହୁଲ୍ଲା ସମବାୟ ସମିତି ସମ୍ପାଦକ ପଦ୍ମଲୋଚନ ସାହୁ । ୪୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ ପଦ୍ମଲୋଚନ ଧରାପଡ଼ିଥିଲେ । ଧାନ କିଣା ଟୋକନ କରାଇଦେବାକୁ ସେ ଲାଞ୍ଚ ନେଉଥିଲେ । ଠାକୁରଗଡ଼ ସାନହୁଲ୍ଲାରେ ଥିବା ପଦ୍ମଲୋଚନଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.