Below header

ଝାରପଡ଼ା ଅଞ୍ଚଳରେ ଏଟିଏମ ଲୁଟ୍ କରୁଥିବାବେଳେ ରେଡ୍‌ ହ୍ୟାଣ୍ଡରେ ଧରିଲା ଲକ୍ଷ୍ମୀସାଗର ଥାନା ପୋଲିସ୍, ୫ଗିରଫ

ଭୁବନେଶ୍ବର: ଝାରପଡ଼ା ଅଞ୍ଚଳରେ ଏଟିଏମ ଲୁଟ ଉଦ୍ୟମ ପଣ୍ଡ । ଲୁଟ୍‌ କରୁଥିବା ବେଳେ ୫ ଜଣଙ୍କୁ ଗିରଫ କରିଛି ପୋଲିସ୍ । ଏଟିଏମ ତାଡ଼ୁ ଥିବାବେଳେ ରେଡ୍‌ ହ୍ୟାଣ୍ଡରେ ଧରିଲା ଲକ୍ଷ୍ମୀସାଗର ଥାନା ପୋଲିସ୍ ।

ପ୍ରାୟ ଭୋର ୪ଟା ସମୟରେ ଏଟିଏମ ତାଡ଼ି ଲୁଟ୍‌ ଉଦ୍ୟମ କରୁଥିଲେ ଦୁର୍ବୃତ୍ତ। ଏହି ସମୟରେ ପୋଲିସ ସେଠାରେ ପହଁଚି ଲୁଟେରାଙ୍କୁ ଧରିଥିଲା । ଏଥିରେ ବ୍ୟବହାର କରାଯାଇଥିବା ସାମଗ୍ରୀକୁ ଜବତ କରିଛି ପୋଲିସ୍ । ଆଉ କିଏ ଏହି ଗ୍ୟାଙ୍ଗରେ ଅଛନ୍ତି, ଅଧିକ ଖୋଳତାଡ଼ କରୁଛି ଲକ୍ଷ୍ମୀସାଗର ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.