Below header

ଅନୁଗୁଳ : ଜଳତାପ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ମହିଳା ଫରେଷ୍ଟ ଗାର୍ଡଙ୍କୁ କାଠ ମାଫିଆଙ୍କ ଆକ୍ରମଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଜଳତାପ ସଂରକ୍ଷିତ ଜଙ୍ଗଲ ଅଞ୍ଚଳର ମହିଳା ଫରେଷ୍ଟ ଗାର୍ଡଙ୍କୁ କାଠ ମାଫିଆଙ୍କ ଅତର୍କିତ ଆକ୍ରମଣ । ଜଙ୍ଗଲରୁ କାଠ ହାଣୁଥିବାବେଳେ ମାଫିଆଙ୍କୁ ପ୍ରତିରୋଧ କରିଥିଲେ ଗାର୍ଡ । ଯାହାଫଳରେ ମହିଳା ଫରେଷ୍ଟରଙ୍କୁ ମାଫିଆମାନେ କାଠ ଫଶଳିଆରେ ଆକ୍ରମଣ କରିଥିଲେ । ଯାହାଫଳରେ ମହିଳା ଫରେଷ୍ଟର ଆହତ ହୋଇଥିଲେ । ସେ ଏନେଇ ଥାନାର ଦ୍ବାରସ୍ଥ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.