Below header
Browsing Tag

lady forest guard

ଅନୁଗୁଳ : ଜଳତାପ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ମହିଳା ଫରେଷ୍ଟ ଗାର୍ଡଙ୍କୁ କାଠ ମାଫିଆଙ୍କ ଆକ୍ରମଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଜଳତାପ ସଂରକ୍ଷିତ ଜଙ୍ଗଲ ଅଞ୍ଚଳର ମହିଳା ଫରେଷ୍ଟ ଗାର୍ଡଙ୍କୁ କାଠ ମାଫିଆଙ୍କ ଅତର୍କିତ ଆକ୍ରମଣ । ଜଙ୍ଗଲରୁ କାଠ ହାଣୁଥିବାବେଳେ ମାଫିଆଙ୍କୁ ପ୍ରତିରୋଧ କରିଥିଲେ ଗାର୍ଡ । ଯାହାଫଳରେ ମହିଳା ଫରେଷ୍ଟରଙ୍କୁ ମାଫିଆମାନେ କାଠ ଫଶଳିଆରେ ଆକ୍ରମଣ…

ମାତ୍ର ୮ ମିଟର ଦୂରରେ ଥିଲା ମୃତ୍ୟୁ, ବାଘର ଆଖିରେ ଆଖି ମିଶାଇ ଦେଢ ଘଂଟା ଛିଡା ହୋଇ ରହିଲେ ମହିଳା ବନରକ୍ଷକ. . . .ଆଉ…

ମାତ୍ର ୮ ମିଟର ଦୂରରେ ଥିଲା ମୃତ୍ୟୁ । ଜୀବନ ନେବାକୁ ବସିଥିଲା ବାଘ ସାମ୍ନାରେ  ଆଉ କରୁଥିଲା ଚିତ୍କାର । ହେଲେ ଡରିଯାଇନଥିଲେ ମହିଳା ବନରକ୍ଷକ । ମୃତ୍ୟୁର ଆଖିରେ ଆଖି ମିଶାଇ ଦେଢ ଘଂଟା କାଳ ଅନାଇରହିଥିଲେ । ଆଉ ତା ପରେ . . . ତାପରେ ହାରିଯାଇଥିଲା ବାଘଟି । ଚାଲିଯାଇଥିଲା ପଛଘୁଂଚା ଦେଇ ।…