Below header

ବେଆଇନ ଦେଶୀ ମଦ ଜବତ କରିବାକୁ ଯାଇଥିଲା ବେଳେ ପୋଲିସ ଉପରକୁ ମଦ ମାଫିଆଙ୍କ ଆକ୍ରମଣ, ୭ ଅବକାରୀ କର୍ମଚାରୀ ଆହତ

ଭଦ୍ରକ: ପୋଲିସ ଉପରକୁ ଆକ୍ରମଣ। ବେଆଇନ ଦେଶୀ ମଦ ଜବତ କରିବାକୁ ଯାଇଥିଲା ବେଳେ ମଦ ମାଫିଆ ଆକ୍ରମଣ କରିଥିଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ପୁରୁଣାବଜାର ଥାନା ର୍ମିଜାପୁର ଅଞ୍ଚଳରେ ।

ମଦ ମାଫିଆଙ୍କ ଆକ୍ରମଣରେ ୭ ଅବକାରୀ କର୍ମଚାରୀ ଆହତ। ଦୁଇ ଆସାମୀ ସହ ଦେଶୀ ମଦକୁ ଛଡାଇନେଲେ ମାଫିଆ। ଆହତ ଅବକାରୀ କର୍ମଚାରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.