କାଲିମେଳା ମାରାଙ୍ଗପାଲ୍ଲୀ ଗାଁରେ ଜୁଆଖେଳ ବେଳେ SDPOଙ୍କୁ ଆକ୍ରମଣ, ୧୨ ଅଟକ

କାଲିମେଳା: ପୋଲିସ ଉପରେ ଆକ୍ରମଣ। ମାଲକାନଗିରି କାଲିମେଳା ମାରାଙ୍ଗପାଲ୍ଲୀ ଗାଁରେ ଜୁଆଖେଳ ବେଳେ SDPOଙ୍କୁ ଆକ୍ରମଣ। ଗତକାଲି ଗାଁରେ ଜୁଆ ଖେଳ ଚାଲିଥିବାବେଳେ ଖବର ପାଇ SDPO ପୋଲିସ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ଚଢାଉ କରିଥିଲେ।

ଚଢାଉବେଳେ ସ୍ଥାନୀୟ ଲୋକେ ପୋଲିସ ଟିମ୍‌କୁ ଆକ୍ରମଣ କରିଥିଲେ। ଖବର ପାଇ ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି SDPOଙ୍କୁ ଉଦ୍ଧାର କରିଥିଲେ। ଘଟଣାରେ ୧୨ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.