ନୂଆ ଟ୍ରାଫିକ୍ ନିମୟକୁ ନେଇ ରାଜଧାନୀବାସୀଙ୍କୁ ସଚେତନ, ୨ ଶହ ମହିଳା ବାଇକରଙ୍କ ସଚେତନତା ରାଲି

ଭୁବନେଶ୍ବର (କେନ୍ୟୁଜ୍) : ନୂଆ ଟ୍ରାଫିକ୍ ନିୟମ ନେଇ ଭୁବନେଶ୍ୱରରେ କମିଶନରେଟ୍ ପୋଲିସ ପକ୍ଷରୁ ଚାଲିଛି ଜୋରଦାର ସଚେତନତା । ସେପଟେ ପୋଲିସ ସହ ଏହି ସଚେତନତା ଅଭିଯାନରେ ସାମିଲ ହୋଇଛନ୍ତି ମହିଳା। ପ୍ରାୟ ୨୦୦ ମହିଳା ବାଇକର ରାଲିରେ ବାହାରିଛନ୍ତି। ଆଉ ଟ୍ରାଫିକ ନିୟମ ନେଇ ଲୋକଙ୍କୁ ସଚେତନ କରାଉଛନ୍ତି। ୩ ମାସ ପର୍ଯ୍ୟନ୍ତ ନୂଆ ଟ୍ରାଫିକ ନିୟମରେ ସାମାନ୍ୟ କୋହଳ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.