ଦାମଙ୍କ ପରେ ବାମ ! ପାରାଦୀପରୁ ଲଢିବାକୁ ପ୍ରସ୍ତୁତ

ଭୁବନେଶ୍ବର (କେନ୍ଯୁଜ୍) : ମୁହଁ ଖୋଲିଲେ ଡାକ୍ତର ଦାମୋଦର ରାଉତଙ୍କ ଭାଇ ଡାକ୍ତର ବାମଦେବ ରାଉତରାୟ । ସେ କହିଲେ ମୁଁ ଆଜି ବି ବିଜେଡିର ବୋଲି ନିଜକୁ ଭାବେ । ଏପରିକି ଭାଇଙ୍କ ଠାରୁ ମୋର ଲୋକପ୍ରିୟତା ଅଧିକ । ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ପାରାଦୀପରୁ ନିର୍ବାଚନ ଲଢିବାକୁ କହନ୍ତି । ତେବେ ମୁଁ ପ୍ରସ୍ତୁତ ଅଛି । ଏପରିକି ଭାଇଙ୍କ ବିରୋଧରେ ଲଢିବାକୁ ପ୍ରସ୍ତୁତ ଥିବା କଥା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.