ଚିନି ଶିଳ୍ପକୁ କେନ୍ଦ୍ର ସରକାରଙ୍କ ୪,୫୦୦ କୋଟିର ପ୍ୟାକେଜ୍

ନୂଆଦିଲ୍ଲୀ : ସଂକଟରେ ଥିବା ଚିନି ଶିଳ୍ବ ପାଇଁ କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ପ୍ୟାକେଜ୍ । ଆଖୁ ଚାଷ ଓ ଚାଷୀଙ୍କୁ ପ୍ରୋତ୍ସାହନ ପାଇଁ କେନ୍ଦ୍ର ସରକାର ୪,୫୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । ଏହା ଦ୍ବାରା ଆଖୁ ଫସଲ ଉତ୍ପାଦନ ଦୁଇଗୁଣ ବଢ଼ିବ । ଏହା ସହିତ ମିଲରମାନଙ୍କୁ ୫୦ ଲକ୍ଷ ଟନ୍ ଚିନି ପରିବହନ ଉପରେ ସବସିଡି ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି ।

SUGAR

୨୦୧୮-୧୯ ବର୍ଷରେ ଦୁଇ ଦୁଇଥର ଚିନି ଶିଳ୍ପ ପାଇଁ ସରକାର ସହାୟତା ଘୋଷଣା କଲେଣି । ଗତ ଜୁନ୍ ମାସରେ ଚିନି ଶିଳ୍ପକୁ ସରକାର ୮,୫୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.