କେନ୍ଦ୍ରାପଡା; ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସୋସିଆଲ ମିଡିଆରେ ଭାଇରାଲ ହେଉଛି ନାଁ, ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ
ସୋସିଆଲ ମିଡିଆରେ ଭାଇରାଲ ହେଲା ମହାକାଳପଡ଼ାର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ତାଲିକା। ତାଲିକାରେ ଏକହଜାର ୬୪୯ଜଣଙ୍କୁ ନୋଟିସ ଜାରି ହୋଇଥିବା ଦର୍ଶାଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଭୟର ବାତାବରଣ। ପୂର୍ବରୁ ମହାକାଳପଡ଼ା ଅଞ୍ଚଳରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢୁଥିବା ନେଇ ଖବର ମିଳିଥିଲା। ତେବେ ବାସ୍ତବିକ ତଥ୍ୟ କାହା ପାଖରେ ନଥିଲା।
ଆହୁରି ପଢନ୍ତୁ: ‘ମ୍ୟାନ୍ ଭର୍ସେସ୍ ଓ୍ଵାଇଲ୍ଡ’ରେ ନଜର ଆସିବେ ପ୍ରଧାନମନ୍ତ୍ରୀ ମୋଦି: କହିଲେ, ‘କାହାର ଜୀବନ ନେବା ଆମ ସଂସ୍କାରରେ ନାହିିଁ’