Below header

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶୁଭାରମ୍ଭ ପୂର୍ବରୁ ବିଜେଡିର ସବୁ ନେତାଙ୍କ ଜୟ ଜଗନ୍ନାଥ ନାରା

ସମସ୍ତେ କହିଲେ ଜୟ ଜଗନ୍ନାଥ । ମହାପ୍ରଭୁଙ୍କ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶେଷ ହେବ । ଶୁଭାରମ୍ଭ ପୂର୍ବରୁ ବିଜେଡିର ସବୁ ନେତା ଜୟ ଜଗନ୍ନାଥ କହିବା ଆରମ୍ଭ କରିଛନ୍ତି । ରାଜ୍ୟ ସରକାର ଶ୍ରୀମନ୍ଦିର ସୁରକ୍ଷା, ଯାତ୍ରୀଙ୍କ ପାଇଁ ଉନ୍ନତ ସେବା ଆଦି ଯୋଗାଇବା ଲକ୍ଷ୍ୟରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା ।

ଭୁବନେଶ୍ୱର (କେନ୍ୟୁଜ) : ସମସ୍ତେ କହିଲେ ଜୟ ଜଗନ୍ନାଥ । ମହାପ୍ରଭୁଙ୍କ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶେଷ ହେବ । ଶୁଭାରମ୍ଭ ପୂର୍ବରୁ ବିଜେଡିର ସବୁ ନେତା ଜୟ ଜଗନ୍ନାଥ କହିବା ଆରମ୍ଭ କରିଛନ୍ତି । ରାଜ୍ୟ ସରକାର ଶ୍ରୀମନ୍ଦିର ସୁରକ୍ଷା, ଯାତ୍ରୀଙ୍କ ପାଇଁ ଉନ୍ନତ ସେବା ଆଦି ଯୋଗାଇବା ଲକ୍ଷ୍ୟରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା ।

ଅନେକ ବିବାଦ ମଧ୍ୟ ଦେଖାଦେଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ କହିଥିଲେ, ମହାପ୍ରଭୁଙ୍କ କାମକୁ କେହି ଅଟକାଇ ପାରିବେ ନାହିଁ । ଏବେ କାମ ଶେଷ ହେବାକୁ ଯାଉଛି । ତା ପୂର୍ବରୁ ବିଜେଡିର ବିଧାୟକ, ମନ୍ତ୍ରୀ ଜୟ ଜଗନ୍ନାଥ ନାରା ଦେଇଛନ୍ତି । କୁହାଯାଉଛି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ ବେଳେ ସାରା ରାଜ୍ୟରେ ଏକ ଉତ୍ସବର ମାହୋଲ କରାଯିବ । ସେଥିପାଇଁ ବିଜେଡି ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.