Below header

ଭିଜିଲାନ୍ସ ଜାଲରେ ବ୍ରହ୍ମପୁରର DFO ବାବୁ, ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ହେଲେ ଗିରଫ

ବ୍ରହ୍ମପୁର DFO ଆଶିଷ କୁମାର ବେହେରା ଗିରଫ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନସ । ଆଶିଷଙ୍କ ଘର ଓ ଅଫିସ ସମେତ ୯ଟି ସ୍ଥାନରେ ଚଢାଉ ବେଳେ ମୋଟ ୨ କୋଟି ୧୯ଲକ୍ଷ ୩୭ ହଜାର ୧୬୫ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଠାବ ହୋଇଛି । ତାଙ୍କର ଭୁବନେଶ୍ୱରରେ ଏକ ୩ ବିଏଚକେ ଆପାର୍ଟମେଣ୍ଟ, ଭୁବନେଶ୍ୱର, ବ୍ରହ୍ମପୁର ଓ ଭଂଜନଗରରେ ୪ଟି ପ୍ଲଟ, ଗୋଟିଏ ହ୍ୟୁଣ୍ଡାଇ ଗ୍ରାଣ୍ଡ ଆଇ ଟେନ ସମେତ ପ୍ରାୟ ୧୩ ଲକ୍ଷ ଟଙ୍କା ମୂଲ୍ୟର ସୁନା ରୂପା ଅଳଙ୍କାର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.