ଜମିଜମା ବିବାଦକୁ କେନ୍ଦ୍ର କରି ଦାଦାକୁ ଠେଙ୍ଗାରେ ପିଟିଲା ପୁତୁରା, ଭିଡିଓ ହେଲା ଭାଇରାଲ

ପୁତୁରାର ଠେଙ୍ଗା ମାଡରେ ଦାଦା ଗୁରୁତର । ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଚନ୍ଦ୍ରାଦେଇପୁର ଗାଁରେ । ଆହତ ଜଣକ ହେଲେ ତପନ ରାଉତରାୟ । ଜମିଜମା ବିବାଦକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଜଣାପଡିଛି । ଏସମ୍ପର୍କରେ ଖୁଡୀ ଲତିକା ରାଉତରାୟ ସାଲେପୁର ଥାନାରେ ଅଭିଯୋଗ କରିଛନ୍ତି । ଏତଲାକୁ ଆଧାର କରି ସାଲେପୁର ପୋଲିସ ପୁତୁରା ନାରାୟଣ ରାଉତରାୟକୁ ଗିରଫ କରି ତଦନ୍ତ କରୁଛ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.