ପରଲୋକରେ ଏଲଜେପି ସାଂସଦ ରାମଚନ୍ଦ୍ର ପାଶ୍ୱାନ

(କେନ୍ୟୁଜ୍): ପରଲୋକରେ ଏଲଜେପି ସାଂସଦ ରାମଚନ୍ଦ୍ର ପାଶ୍ୱାନ । ସେ ହେଉଛନ୍ତି ଏଲଜେପି ମୁଖ୍ୟ ତଥା କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାଶ୍ୱଓ୍ଵାନଙ୍କ ସାନ ଭାଇ। ଦିଲ୍ଲୀ ରାମ ମନୋହର ଲୋହିଆ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ୫୬ ବର୍ଷ ବୟସରେ ହୃତଘାତରେ ତାଙ୍କର ମୃତ୍ୟୁ ଗଟିଛି। ଏକ ସପ୍ତାହ ପୂର୍ବରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଗୃହମନ୍ତ୍ରୀ ଅମିତ ଶାହ ପ୍ରମୁଖ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବିହାର ସମସ୍ତିପୁରରୁ ୪ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ ରାମଚନ୍ଦ୍ର ପାଶ୍ୱାନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.