Below header

ଭଦ୍ରକ ରେଳ ଷ୍ଟେସନର ନବକଳେବର

ଭଦ୍ରକ(କେନ୍ଯୁଜ୍) : ଭଦ୍ରକ ରେଳ ଷ୍ଟେସନର ନବକଳେବର ହୋଇଛି । ଷ୍ଟେସନରେ ନୂଆ ରେଳ ଭବନ ସହ ଫୁଟ୍‌ ଓଭର ବ୍ରିଜର ଉଦ୍‌ଘାଟନ ହୋଇଛି। ଉଦ୍‌ଘାଟନ କରିଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରମା। ଏହି ଅବସରରେ ସେଠାରେ ଆୟୋଜିତ ହୋଇଥିଲା ଏକ ସାଧାରଣ ସଭା। ଉପସ୍ଥିତ ଥିଲେ ରେଳବାଇ ମହାପ୍ରବନ୍ଧକ ଉମେଶ ସିଂହ ଓ ଖୋର୍ଦ୍ଧାରୋଡ୍‌ ଡିଆରଏମ୍‌ ବ୍ରଜମୋହନ ଅଗ୍ରୱାଲ। ନୂଆ ଭବନ ପାଇଁ ୪ କୋଟି ୧୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଫୁଟ୍‌ ଓଭର ବ୍ରିଜ ପାଇଁ ଖର୍ଚ୍ଚ ହୋଇଛି ୩ କୋଟି ୨୦ ଲକ୍ଷ ଟଙ୍କା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.