Below header

ଭିତରକନିକାରେ କେତେ ଅଛନ୍ତି କୁମ୍ଭୀର? ଆଜିଠାରୁ ୨୩ତାରିଖ ଯାଏ ଚାଲିବ ଗଣନା, ୯ ଦିନ ଧରି ବନ୍ଦ ରହିବ ଏହି ଜାତୀୟ ଉଦ୍ୟାନ

ରାଜନଗର: ଭିତରକନିକାରେ କେତେ ଅଛନ୍ତି କୁମ୍ଭୀର। ଆଜିଠାରୁ ୨୩ତାରିଖ ପର୍ଯ୍ୟନ୍ତ ଗଣନା ହେବ। ଭିତରକନିକାର ନଦୀନାଳ, ବିଶେଷକରି ରାଜନଗର ରେଞ୍ଜ, କନିକା ରେଞ୍ଜ, ଗହୀରମଥା ଓ ମହାକାଳପଡା ରେଞ୍ଜରେ କୁମ୍ଭୀର ଗଣନା କରାଯିବ।

ଗଣନା କାର୍ଯ୍ୟ ପାଇଁ ୨୨ଟି ଟିମ୍‌ ଗଠନ କରାଯାଇଛି। ରାଜନଗର ରେଞ୍ଜରେ ୭ଟି, କନିକା ରେଞ୍ଜରେ ୧୧ଟି, ଗହୀରମଥା ଓ ମହାକାଳପଡ଼ା ରେଞ୍ଜରେ ୨ଟି ଲେଖାଏଁ ଟିମ୍‌ ଗଠନ କରାଯାଇଛି। କୁମ୍ଭୀର ଗଣନା ପାଇଁ ପର୍ଯ୍ୟଟକଙ୍କ ପାଇଁ ୯ ଦିନ ଧରି ବନ୍ଦ ରହିବ ଜାତୀୟ ଉଦ୍ୟାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.