ଦର୍ଶକ ଓ ହକି ପ୍ରେମୀଙ୍କ ସୁବିଧା ପାଇଁ ନୂଆ ହେଲ୍‌ପ ଲାଇନ ନମ୍ବର ଜାରି କଲା ଭୁବନେଶ୍ୱର ପୋଲିସ, ଜାଣନ୍ତୁ କେମିତି ପାଇବେ ତଥ୍ୟ

ଭୁବନେଶ୍ବର(କେନ୍ୟୁଜ୍): ହକି ବିଶ୍ୱକପ୍‌ ପାଇଁ ପ୍ରସ୍ତୁତ ହେଉଛି ଭୁବନେଶ୍ୱର ପୋଲିସ । ଦର୍ଶକ ଓ ହକି ପ୍ରେମୀଙ୍କ ସୁବିଧା ପାଇଁ ନୂଆ ହେଲ୍‌ପ ଲାଇନ ନମ୍ବର ଜାରି କରିଛି ଭୁବନେଶ୍ୱର ପୋଲିସ। ୭୩୭୭୭୭୦୦୭୦ ନମ୍ବର ଜାରି କରାଯାଇଛି। କେଉଁଠି ପାର୍କିଂ ଲୋକେସନ ରହିଛି, ମ୍ୟାଚ୍‌ ଅପଡେଟ୍‌ ଓ ସମୟ ଏବଂ ଟିକେଟ ବୁକିଂ ନେଇ ଏ ସମସ୍ତ ତଥ୍ୟ ଏହି ନମ୍ବରରୁ ମିଳି ପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.