Below header

ବାଇକକୁ ଧକ୍କାଦେଲା ଟ୍ରକ୍, ୩ ମୃତ

ଭଦ୍ରକ ଏନଏଚ-୧୬ର ରାଣୀତାଲ ନିକଟରେ ବଡ଼ ଦୁର୍ଘଟଣା । ବାଇକକୁ ପଛପଟୁ ଧକ୍କାଦେଲା ଟ୍ରକ୍ , ୩ ବାଇକ ଆରୋହୀଙ୍କ ମୃତ୍ୟୁ । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ ତିହିଡି ଅଞ୍ଚଳର ବୋଲି ଜଣାପଡ଼ିଛି ।

ଭଦ୍ରକ (କେନ୍ୟୁଜ): ଭଦ୍ରକ ଏନଏଚ-୧୬ର ରାଣୀତାଲ ନିକଟରେ ବଡ଼ ଦୁର୍ଘଟଣା । ବାଇକକୁ ପଛପଟୁ ଧକ୍କାଦେଲା ଟ୍ରକ୍ , ୩ ବାଇକ ଆରୋହୀଙ୍କ ମୃତ୍ୟୁ । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ ତିହିଡି ଅଞ୍ଚଳର ବୋଲି ଜଣାପଡ଼ିଛି ।

ତିନି ଜଣ ଯୁବକ ଗୋଟିଏ ବାଇକରେ ଭଦ୍ରକରୁ ମାର୍କୋଣା ଅଭିମୁଖେ ଯାଉଥିବା ବେଳେ ପଛ ପଟୁ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଡ୍ରାଇଫର ଫେରାର ହୋଇଯାଇଛି । ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.