Below header

ଯାଜପୁରରେ ବାର୍ଡ ଫ୍ଲୁ ଭୟ, କିଛି ଦିନ ଧରି ଅମ୍ବିକାଇ ଅଞ୍ଚଳରେ ଲାଗି ରହିଛି କୁକଡା ମଡ଼କ

ଯାଜପୁର ଟାଉନ: ଯାଜପୁରରେ ବାର୍ଡ ଫ୍ଲୁ ଭୟ । ଅମ୍ବିକାଇ ଅଞ୍ଚଳରେ କିଛି ଦିନ ଧରି କୁକଡା ମଡ଼କ ଲାଗି ରହିଛି । ଆଜି ସକାଳୁ ଏହି ଅଞ୍ଚଳରେ ଆଉ ତିନୋଟି କୁକୁଡା ମରିଛନ୍ତି । ବାର୍ଡ ଫ୍ଲୁ ସନ୍ଦେହ କରିଛନ୍ତି କୁକୁଡା ଚାଷୀ । ଘଟଣାସ୍ଥଳରେ ପହଁଚିଛନ୍ତି ପ୍ରାଣୀ ଚିକିତ୍ସାଳୟ ଉପ ନିର୍ଦେଶକ । ପରୀକ୍ଷା ପାଇଁ ନମୂନା ପଠାଯାିଛି । ରିପୋର୍ଟ ଆସିବା ପରେ କୁକୁଡା ମୃତ୍ୟୁର କାରଣ ଜଣାପଡିବ ବୋଲି କହିଛନ୍ତି ଉପନିର୍ଦେଶକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.