Below header

ବିଟେକ୍ ବିରିୟାନି, ଚାକିରି ନ ପାଇ ବାଲିଯାତ୍ରାରେ ଷ୍ଟଲ ପକାଇଛନ୍ତି ବିଟେକ୍ ଛାତ୍ର

କଟକ (କେନ୍ୟୁଜ୍) : ଚାକିରି ନପାଇବାରୁ ବାଲିଯାତ୍ରାରେ ଷ୍ଟଲ ପକାଇଛନ୍ତି ବିଟେକ୍‌ ଛାତ୍ର । ଆଶା ରଖିଛନ୍ତି ବିରିୟାନି ବିକ୍ରି କରି ରୋଜଗାର କରିବେ । ସ୍ୱାଦିଷ୍ଟ ଖାଦ୍ୟ ବନାଉଥିବାରୁ ଗ୍ରାହକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ଆପଣ ବି ଯଦି ବାଲିଯାତ୍ରା ବୁଲିବାକୁ ଯାଉଛନ୍ତି ତେବେ ଥରେ ନିଶ୍ଚୟ ବିଟେକ୍ ବିରିୟାନୀ ଠାରୁ ସ୍ବାଦ ଚାଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.