ଜଗତସିଂହପୁର : ଡେଙ୍ଗୁ ଆତଙ୍କ, ୧୫୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଜ୍ୱର ଓ ୮ ଆକ୍ରାନ୍ତ

ଜଗତସିଂହପୁର (କେନ୍ଯୁଜ୍) : ଏରସମା ବ୍ଲକ୍‌ ରଷକଡ଼ାପୁର ଗାଁରେ ଡେଙ୍ଗୁ ଆତଙ୍କ । ଗାଁରେ ୧୫୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଜ୍ୱର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଜଣ ଡେଙ୍ଗୁ ରୋଗରେ ଆକ୍ରାନ୍ତ । ୬ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ୨ ଜଣ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଗାଁରେ ଡାକ୍ତରୀ ଟିମ୍‌ ପହଞ୍ଚି ଜ୍ୱରରେ ଆକ୍ରାନ୍ତଙ୍କ ରକ୍ତ ନମୁନା ସଂଗ୍ରହ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.