Below header

ମାଲକାନଗିରି କୁଟମପାଲି ଡଙ୍ଗା ଘାଟରେ ଭାରସାମ୍ୟ ହରାଇ ବୁଡ଼ିଲା ଡଙ୍ଗା: ୩ ଉଦ୍ଧାର, ଏବେ ବି ଜଣେ ନିଖୋଜ

ମାଲକାନଗିରି(କେନ୍ୟୁଜ୍): ମାଲକାନଗିରି କାଲିମେଳାରେ ବୁଡ଼ିଲା ଡଙ୍ଗା । କୁଟମପାଲି ଡଙ୍ଗା ଘାଟରେ ଅଘଟଣ । ଭାରସାମ୍ୟ ହରାଇ ବୁଡ଼ିଲା ଡଙ୍ଗା । ଡଙ୍ଗା ବୁଡ଼ି ୪ ଜଣ ନିଖୋଜ ଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମବାହିନୀ । ଠିକା କମ୍ପାନୀର ଜଣେ କନିଷ୍ଠ ଯନ୍ତ୍ରୀ ନିଖୋଜ ଅଛନ୍ତି । ୩ଟି ବାଇକ ମଧ୍ୟ ବୁଡ଼ି ଯାଇଛି । ନିଖୋଜ ବ୍ୟକ୍ତି କୈଳାଶ ସାହା । ଡଙ୍ଗାରେ ୧୨ ଜଣ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.