Browsing Tag

boat capsized

ମଧ୍ୟ ଆଫ୍ରିକୀୟ ଗଣରାଜ୍ୟରେ ନଦୀରେ ବୁଡ଼ିଗଲା ଡଙ୍ଗା, ୫୮ ମୃତ; ଥିଲେ ୩୦୦ ଯାତ୍ରୀ

ମଧ୍ୟ ଆଫ୍ରିକୀୟ ଗଣରାଜ୍ୟରୁ ଆସିଛି ଏକ ବଡ଼ ଡଙ୍ଗା ବୁଡ଼ି ଘଟଣା । ଏଠାରେ ପ୍ରାୟ ୩୦୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ କାଠ ତିଆରି ଡଙ୍ଗା ନଦୀରେ ବୁଡ଼ିଯିବାରୁ ୫୮ ଜଣଙ୍କ ମୃତ୍ୟୁ ହୋଇଛି । ରିପୋର୍ଟ ମୁତାବକ, ଶୁକ୍ରବାର ଏହି ଦୁର୍ଘଟଣା ଘଟିଥିବା ବେଳେ ଡଙ୍ଗାରେ ୩୦୦ରୁ ଅଧିକ ଯାତ୍ରୀ ଥିଲେ ।…

ଜମ୍ମୁ କଶ୍ମୀରରେ ପ୍ରବଳ ବର୍ଷା : ନଦୀରେ ବୁଡିଲା ସ୍କୁଲ ପିଲା ଯାଉଥିବା ଡଙ୍ଗା, ୪ ମୃତ, ୩ ନିଖୋଜ

ଜମ୍ମୁ କଶ୍ମୀରର ଶ୍ରୀନଗରରେ ବଡ ଦୁର୍ଘଟଣା ଘଟିଛି । ସ୍କୁଲ ପିଲାକୁ ନେଇ ଯାଉଥିବା ଡଙ୍ଗା ବୁଡିଯିବାରୁ ଝେଲମ ନଦୀରେ ଯୋଗୁଁ ୪ ଜଣ ପିଲାଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ୧୨ ଜଣ ପିଲାଙ୍କୁ ଉଦ୍ଧାର କରାଯାଉଛି । ସମସ୍ତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ୩ ଜଣ ପିଲା ନିଖୋଜ ରହିଛନ୍ତି ।…

ଇଦ୍‌ ରେ ଅଘଟଣ: ସିନ୍ଧୁ ନଦୀରେ ଓଲଟିଲା ଡଙ୍ଗା, ୧୧ ଉଦ୍ଧାର ; ୪ ନିଖୋଜ

ଇଦ୍‌ ଭଳି ଖୁସିର ମଉକାରେ ପାକିସ୍ତାନର ଖେବର ପଖତୁନଖ୍ଵା ପ୍ରଦେଶରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ସିନ୍ଧୁ ନଦୀରେ ଏକ ଡଙ୍ଗା ବୁଡ଼ିଯିବା ଯୋଗୁ ପ୍ରାୟ ୧୫ ଜଣ ଲୋକ ବୁଡ଼ି ଯାଇଥିଲେ । ଉଦ୍ଧାର କାର୍ଯ୍ୟ ସହ ଜଡିତ ଅଧିକାରୀ କହିଛନ୍ତି ଯେ ନୋଶେରା ଜିଲ୍ଲାର କୁଣ୍ଡ ପାର୍କ ଅଞ୍ଚଳରେ ଏହି…

ଭୟଙ୍କର ବୋଟ୍ ଦୁର୍ଘଟଣା, ସମୁଦ୍ରରେ ବୋଟ୍ ବୁଡ଼ି ୯୧ ଜଣଙ୍କ ମୃତ୍ୟୁ

ଭୟଙ୍କର ବୋଟ୍ ଦୁର୍ଘଟଣା । ସମୁଦ୍ରରେ ବୋଟ୍ ବୁଡ଼ି ୯୧ ଜଣଙ୍କ ମୃତ୍ୟୁ । ମୋଜାମ୍ବିକ ଉପକୂଳରେ ଘଟିଛି ଏହି ଦୁର୍ଘଟଣା । ଏହି ଯାତ୍ରୀବାହୀ ବୋଟରେ ୧୩୦ ଜଣ ଯାତ୍ରୀ ଥିଲେ । ନାମପୁଲା ଅଞ୍ଚଳରେ କ୍ଷମତା ଠାରୁ ଅଧିକ ଯାତ୍ରୀ ନେଇ ଯାଉଥିବା ବୋଟଟି ଭାରସାମ୍ୟ ହରାଇ ବୁଡ଼ିଯିବା ଫଳରେ ୯୧ ଜଣଙ୍କର…

ମହାନଦୀ ମଝିରେ ଫସିଲା ଡଙ୍ଗା, ଫସି ରହିଛନ୍ତି ଶହେରୁ ଊର୍ଦ୍ଧ୍ୱ ଯାତ୍ରୀ

କେନ୍ଦ୍ରାପଡା(କେନ୍ୟୁଜ୍‌) : ମହାନଦୀ ମଝିରେ ଫସିଲା ଡଙ୍ଗା । ୩ ଘଣ୍ଟା ପରେ ମଝି ନଈରୁ ଉଦ୍ଧାର ହେଲେ ଶତାଧିକ ଯାତ୍ରୀ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବାହାକୂଦ ମୂଷାଡ଼ିଆ ଫେରିଘାଟର ଦୁଇଟି ଡ଼ଙ୍ଗା ଆଜି ଭୋରୁ ଭୋରୁ ବାହାକୁଦ ପଟୁ…

ମହାରାଷ୍ଟ୍ର: ୱେନଗଙ୍ଗା ନଦୀରେ ଡଙ୍ଗା ଓଲଟି ୧ ମହିଳା ମୃତ, ୫ ନିଖୋଜ; ଜଣେ ଉଦ୍ଧାର

ମହାରାଷ୍ଟ୍ରର ଗଡ଼ଚିରୌଲି ଜିଲ୍ଲା ଚାମୋର୍ସି ତହସିଲ ଅନ୍ତର୍ଗତ ୱେନଗଙ୍ଗା ନଦୀରେ ଏକ ଡଙ୍ଗାବୁଡ଼ି ଘଟଣା ଘଟିଛି । ଏଠାରେ ଗଣପୁର ଘାଟରୁ ବାହାରିଥିବା ଏକ ଡଙ୍ଗା ମଝି ନଦୀରେ ଓଲଟି ପଡ଼ିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୫ ଜଣ ମହିଳା ନିଖୋଜ ଥିବା ଜଣାପଡ଼ିଛି । ଦୁର୍ଘଟଣା ପରେ ନାବିକ…

ବିବାହର ୧୭ ବର୍ଷ ପରେ ପିତାମାତା ହେବାର ସୁଯୋଗ ପାଇଥିଲେ, ଗୋଟିଏ ଦୁର୍ଘଟଣା ତାଙ୍କ କୋଳ ଖାଲି କରିଦେଲା

ବର୍ଷ ଆରମ୍ଭରୁ ଶୀତ ଋତୁକୁ ସମସ୍ତେ ଚାହିଁ ରହିଥାନ୍ତି । କାରଣ ଶୀତ ଋତୁରେ ପିକ୍‌ନିକ୍‌ ଯିବାର ଉତ୍ସାହ ବଡ଼ ଠୁ ଆରମ୍ଭ କରି ସାନ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ରହିଥାଏ । ତେବେ ଆପଣ ଭଲ ଭାବେ ଜାଣିଛନ୍ତି ଏହି ପିକ୍‌ନିକ୍‌ ଯିବାର ଇଚ୍ଛା ଖାସ୍‌ କରି ସ୍କୁଲ୍‌ରେ ପାଠ ପଢ଼ୁଥିବା ପିଲାମାନଙ୍କର…

ପାତାଳି ନଦୀରେ ଡଙ୍ଗା ବୁଡି ଜଣେ ମୃତ, ୩ ନିଖୋଜ

କୋରାପୁଟ(କେନ୍ୟୁଜ):  କୋରାପୁଟ ନନ୍ଦପୁର ବ୍ଲକ୍ ପାତାଳି ନଦୀରେ ଡଙ୍ଗା ବୁଡି ଜଣେ ମୃତ, ୩ ନିଖୋଜ । ଜଣକ ଶବ ପାଣିରେ ଭାସୁଥୁବା ଦେଖିବାକୁ ମିଳିଛି । କୁଲାର ସିଂ ପଞ୍ଚାୟତ ତାନସିଂ ନଦୀ ଘାଟରେ ଘଟିଛି ଅଘଟଣ। ଘଟଣାସ୍ଥଳରେ ପୋଲିସ ,ଅଗ୍ନିଶମ ବାହିନୀ ,ଓଡ୍ରାଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ…

ଉତ୍ତର ନାଇଜେରିଆରେ ବୁଡିଲା ଡଙ୍ଗା, ୭୦ ରୁ ଅଧିକ ଲୋକ ନିଖୋଜ

ନାଇଜେରିଆ : ପୁଣି ଡଙ୍ଗା ବୁଡ଼ି ଘଟଣା । ଉତ୍ତର ନାଇଜେରିଆରେ ଏକ ଡଙ୍ଗା ବୁଡ଼ିଯିବା ଫଳରେ ସୋମବାର ୭୦ ରୁ ଅଧିକ ଲୋକ ନିଖୋଜ ହୋଇଯାଇଥିବା ନେଇ ଖବର ମିଳିଛି । ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆଫ୍ରିକାର ସବୁଠୁ ଅଧିକ ଜନବହୁଳ ଦେଶରେ ବାରମ୍ବାର ଏଭଳି ମାରାତ୍ମକ ଡଙ୍ଗା ଦୁର୍ଘଟଣାର ଦୁଃଖଦ ଖବର…

ମଝି ସମୁଦ୍ରରେ ଫସିଲା ‘ସମୁଦ୍ର କୌସ୍ତୁଭ’ ଜାହାଜ, ଇଞ୍ଜିନ୍ ତ୍ରୁଟି ଯୋଗୁ ଫସିଥିବା ସୂଚନା

ପାରାଦୀପ (କେନ୍ୟୁଜ): ସମୁଦ୍ର ମଝିରେ ଫସିଲା ଜାହାଜ। ଗତକାଲି ଜିଓ ଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଜାହାଜ ‘ସମୁଦ୍ର କୌସ୍ତୁଭ’ ମଝି ସମୁଦ୍ରରେ ଫସିଛି । ଇଞ୍ଜିନ୍ ତ୍ରୁଟି ଯୋଗୁ ଜାହାଜଟି ସମୁଦ୍ରରେ ଫସି ରହିଛି । ବଙ୍ଗୋପସାଗରରେ ବାତ୍ୟା ସତ୍ତ୍ବେ କୋଷ୍ଟଗାର୍ଡ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି…

ପାରାଦୀପ ମହାନଦୀ ମୁହାଣରେ ଡଙ୍ଗା ବୁଡ଼ି ଘଟଣା: ଏବେ ବି ନିଖୋଜ ୩ ମତ୍ସ୍ୟଜୀବୀଙ୍କ ମିଳୁନି ପତ୍ତା

ପାରାଦୀପ(କେନ୍ୟୁଜ୍): ପାରାଦୀପ ମହାନଦୀ ମୁହାଣରେ ଡଙ୍ଗା ବୁଡ଼ି ଘଟଣାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଏବେ ବି ନିଖୋଜ ୩ ମତ୍ସ୍ୟଜୀବୀଙ୍କ ପତ୍ତା ମିଳୁନି। ସେମାନଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଖୋଜୁଛନ୍ତି କୋଷ୍ଟଗାର୍ଡ ସମେତ ଓଡ୍ରାଫ, ଅଗ୍ନିଶମ ବାହିନୀ ଟିମ୍ ଓ…

ନାଇଜେରିଆରେ ଡଙ୍ଗା ବୁଡି ୨୬ ମୃତ, ଅନେକ ନିଖୋଜ

ନାଇଜେରିଆରେ ଡଙ୍ଗା ଦୁର୍ଘଟଣାରେ ୨୬ ଜଣଙ୍କର ପ୍ରାଣ ଚାଲିଯାଇଛି । ଘଟଣାରେ ଅନେକ ଲୋକ ନିଖୋଜ ଥିବା କୁହାଯାଉଛି । ସେମାନଙ୍କୁ ଖୋଜାଚାଲିଛି । ରବିବାର ଦିନ ଉତ୍ତର ମଧ୍ୟରେ ଥିବା ଏକ ସମୁଦ୍ରରେ ଡଙ୍ଗା ବୁଡିଯିବା ଯୋଗୁଁ ୨୬ ଜଣଙ୍କର ପ୍ରାଣ ଚାଲିଯାଇଛି । ଗତ ୩ ମାସରେ ଏହା ଦ୍ୱିତୀୟ ଘଟଣା ।…