କଟକରୁ ନିଖୋଜ ଯୁବକଙ୍କ ମୃତଦେହ ଭୁବନେଶ୍ୱରରୁ ଉଦ୍ଧାର

ଭୁବନେଶ୍ୱର: କଟକରୁ ନିଖୋଜ ଯୁବକଙ୍କ ମୃତଦେହ ଭୁବନେଶ୍ୱରରୁ ଉଦ୍ଧାର। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଏକ ହୋଟେଲରୁ ମିଳିଲା ଯୁବକଙ୍କ ମୃତଦେହ । ମୃତକ କଟକର ଅଭିଷେକ ନାୟକ ।

ଗତ ୨ଦିନ ତଳେ ଅଭିଷେକ କଟକରୁ ନିଖୋଜ ହୋଇଯାଇଥିଲେ । ଗତକାଲି ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ, କମିଶନରେଟ ପୋଲିସ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.