Below header

ସମ୍ବଲପୁର: ଅର୍ଦ୍ଧଦଗ୍ଧ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା, ମିଳିଲା ପରିଚୟ

ସମ୍ବଲପୁର ଶାସନ ଥାନା ବଲବସପୁରରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ତାଙ୍କ ପରିଚୟ ମିଳିଛି। ମୃତ ମହିଳାଙ୍କ ନାଁ ଶଶି ପାଗଡ଼ । ମହିଳାଙ୍କୁ ହତ୍ୟା ପରେ କେହି ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ତାଙ୍କୁ କିଏ ଓ କାହିଁକି ହତ୍ୟା କଲା, କାରଣ ଅସ୍ପଷ୍ଟ ରହିଛି ।

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର ଶାସନ ଥାନା ବଲବସପୁରରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ତାଙ୍କ ପରିଚୟ ମିଳିଛି । ମୃତ ମହିଳାଙ୍କ ନାଁ ଶଶି ପାଗଡ଼  । ମହିଳାଙ୍କୁ ହତ୍ୟା ପରେ କେହି ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ତାଙ୍କୁ କିଏ ଓ କାହିଁକି ହତ୍ୟା କଲା, କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି  । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଯାଇଛି । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସଡିପିଓ କହିଛନ୍ତି । ଗତକାଲି ହୀରାକୁଦ ଡ୍ୟାମ ବାମ ପାର୍ଶ୍ବ ଡାଇକ ସନ୍ନିକଟ ବଳବସପୁର ଗ୍ରାମ ରାସ୍ତ ପାଖରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.