Below header

ପୋଖରୀରୁ ମିଳିଲା ନୟାଗଡ଼ କିଆଝର ପଞ୍ଚାୟତର ନିଖୋଜ ଶିଶୁର ମୃତଦେହ

ନୟାଗଡ଼ : ପୋଖରୀରୁ ମିଳିଲା ନିଖୋଜ ଶିଶୁର ମୃତଦେହ। ମୃତକ ନୟାଗଡ଼ ଖଣ୍ଡପଡ଼ା ବ୍ଲକ କିଆଝର ପଞ୍ଚାୟତର ଲକ୍ଷମନ ଲେଙ୍କାଙ୍କ ପୁଅ ଲଡୁ ଲେଙ୍କା। ଗତକାଲି ଗାଁ ଦାଣ୍ଡରେ ଖେଳୁଥିବାବେଳେ ନିଖୋଜ ହୋଇଯାଇଥିଲା। ପୁଅକୁ ନପାଇ ପରିବାରଲୋକେ ଖଣ୍ଡପଡା ଥାନାରେ ଅଭିଯୋଗ କରିଥିଲେ।

ଦମକଳ ବାହିନୀ ଖୋଜାଖୋଜି କରିବା ପରେ ପୋଖରୀରୁ ମୃତଦେହ ଉଦ୍ଧାର କରିଥିଲା। ଖେଳୁଥିବା ସମୟରେ ପୋଖରୀରେ ପଡିଯାଇଥିଲା ଲଡୁ। ଏନେଇ ଖଣ୍ଡପଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.