ଖେଳୁଥିବା ବେଳେ ହଠାତ୍ ଗାଏବ ହୋଇଗଲା ୨ ବର୍ଷର ଶିଶୁ, ଆଜି ପୋଖରୀରୁ ମିଳିଲା ମୃତଦେହ
ଜଳେଶ୍ୱର (କେନ୍ୟୁଜ): ପୋଖରୀରୁ ଉଦ୍ଧାର ହେଲା ୨ ବର୍ଷ ଶିଶୁର ମୃତଦେହ । ଏପରି ଏକ ଘଟଣା ବାଲେଶ୍ୱର ଜିଲ୍ଲା ବସ୍ତା ଥାନା କୁଶୁଡିହା ଗ୍ରାମରେ ଘଟିଛି। ଗତକାଲି ଘର ବାରଣ୍ଡାରେ ସନ୍ଧ୍ୟାରେ ଖେଳୁଥିଲା ୨ ବର୍ଷର ଛୁଆ। ମାତ୍ର ହଠାତ୍ ଗାଏବ ହୋଇଯିବା ସହ ସକାଳୁ ଦେଢ କିଲୋମିଟର ଦୂରରୁ ଏକ…