ମକର ସଂକ୍ରାନ୍ତିରେ କଟକରେ ଗୁଡି ଉଡିବା ନେଇ କଟକଣା ଜାରି, ବିକ୍ରି କିମ୍ବା ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ

କଟକ: ମକର ସଂକ୍ରାନ୍ତିରେ କଟକରେ ଗୁଡି ଉଡିବା ନେଇ କଟକଣା । କଟକ ମହାନଗର ନିଗମ ପକ୍ଷରୁ କଟକଣା ଜାରି କରାଯାଇଛି । ଚାଇନିଜ୍‌ ମାଞ୍ଜା ଓ କାଚ ପ୍ରଲେପ ମାଞ୍ଜା ଉପରେ ରୋକ୍‌ ଲଗାଯାଇଛି ।

ଏହାର ବିକ୍ରି କିମ୍ବା ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ଉପରେ ନଜର ରଖିବାକୁ ତିନିଟି ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି । ଡେପୁଟୀ କମିଶନର ଡକ୍ଟର ଅବିନାଶ ରାଉତଙ୍କ ତତ୍ତ୍ୱାବଧନରେ ତିନିଟି ଟିମ୍‌ ଗଠନ ହୋଇଛି । ପ୍ରତି ଟିମ୍‌ରେ ୪ ଜଣ ଲେଖାଏ ସଦସ୍ୟ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.