Below header

ସନ୍ଦେହଜନକ ଅବସ୍ଥାରେ ସ୍ୱିଗି ଡେଲିଭରୀ ବୟଙ୍କ ମୃତଦେହ ଉଦ୍ଧାର

କଟକ(କେନ୍ୟୁଜ୍): ସ୍ୱିଗି ଡେଲିଭରୀ ବୟଙ୍କ ମୃତଦେହ ଉଦ୍ଧାର । ଜାତୀୟ ଆଇନ ବିଶ୍ୱ ବିଦ୍ୟାଳୟ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ନିରାକାର ବେତାଳ । ଏହା ହତ୍ୟା କି ଦୁର୍ଘଟଣା ତାହା ସନ୍ଦେହରେ ରହିଛି ।

ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି କମିଶନରେଟ ପୋଲିସ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ । ଗତକାଲି ରାତିରେ ମର୍କତ ନଗର ଥାନରେ ଏକ ମିସିଙ୍ଗ କେସ୍‌ କରିଥିଲେ ନିରାକାରଙ୍କ ପରିବାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.