Browsing Tag

dead body recovered

ସ୍କୁଲ୍ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ମାରିଦେଇଥିବା ସନ୍ଦେହ

ଜଳେଶ୍ବର (କେନ୍ୟୁଜ): ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଛାନୁଆ ଗ୍ରାମରେ ଚାଞ୍ଚଲ୍ୟ । ବସ୍ତା ଥାନା ଛାନୁଆଁ ଗାଁ ସ୍କୁଲ୍ ନିକଟରୁ ନିକଟରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡିଥିବାର ଦେଖି ପ୍ରଥମେ ବସ୍ତା ପୋଲିସକୁ…

ବାହାରେ ପଡିଛି ରକ୍ତଛିଟା, ବନ୍ଦ ଘର ଭିତରୁ ମୃତଦେହ ଉଦ୍ଧାର

ବାଙ୍କୀ (କେନ୍ୟୁଜ): ବନ୍ଦ ଘର ଭିତରୁ ମୃତଦେହ ଉଦ୍ଧାର । କଟକ ଜିଲ୍ଲା ବାଙ୍କୀ ଥାନା ଠାରୁ ମାତ୍ର ୩ କିମି ଦୂର ହରିରାଜପୁର ପଞ୍ଚାୟତର ନୂଆସାହି ତ୍ରିନାଥ ମଣ୍ଡପର ବନ୍ଦ କୋଠଘରେ ମୃତଦେହ ଉଦ୍ଧାର ହୋଇଛି । ମୃତକ ହରିରାଜପୁରର ଶୀତଳ ସାହୁ । ଘରର କବାଟରେ ରକ୍ତ ଛିଟା ଲାଗିଥିବା ବେଳେ ଭିତର ପଟୁ…

ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଦେବଗଡ଼ (କେନ୍ୟୁଜ): ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର । ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଦଣ୍ଡାସିଂହା - ମହୁଲନାଲି ରାସ୍ତା କଡ଼ରୁ ବାରକୋଟ ଯୁକ୍ତ ୨ ମହା ବିଦ୍ୟାଳୟରେ କାର୍ଯ୍ୟରତ ପିଅନଙ୍କ ମୃତଦେହ ଠାବ ହୋଇଛି। ମୃତକ ହେଲେ ମିଲୁ ଚରଣ ବେହେରା। ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରାଥମିକ…

ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ମୟୂରଭଞ୍ଜ (କେନ୍ୟୁଜ): ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର। ହତ୍ୟା ଅଭିଯୋଗ । ମୃତ ମହିଳା ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ରୁମାପାହାଡି ଗାଁର ତୋପଇ ମହାନ୍ତ । ଗତ ୧୦ ତାରିଖରେ ସାପ୍ତାହିକ ହାଟକୁ ଯାଇ ନିଖୋଜ ହୋଇ ଯାଇଥିଲେ ତୋପଇ । ଗତକାଲି ଜଟାପାଣି ଗାଁ ନିକଟସ୍ଥ ଡୁଙ୍ଗୁରିରେ…

କେନାଲରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା କରି ଭସାଇ ଦେଇଥିବା ଅଭିଯୋଗ

ସାଲେପୁର (କେନ୍ୟୁଜ): କେନାଲରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଜିଗ୍ନିପୁର କେନାଲରୁ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ମାର୍କତପୁର ଗାଁର ବ୍ୟବସାୟୀ ଦୋଳଗୋବିନ୍ଦ ଦାସ। ତାଙ୍କୁ ହତ୍ୟା କରାଯାଇ କେନାଲରେ ଭସାଇ ଦେଇଥିବା ଅଭିଯୋଗ କରିଛନ୍ତି ପରିବାର…

ରାସ୍ତା କଡ଼ରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଅନୁଗୁଳ (କେନ୍ୟୁଜ): ରାସ୍ତାରେ ପଡ଼ିଛି ମୃତଦେହ, ହତ୍ୟା ସନ୍ଦେହ । ଅନୁଗୁଳ ସଦର ଥାନା ଛେଳିଆପଡ଼ା ନିକଟରେ ଜଣେ ବ୍ଯକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । କେହି ହତ୍ଯାକରି ଫିଙ୍ଗି ଦେଇଥିବା ସନ୍ଦେହ । ମୃତ ବ୍ୟକ୍ତି ଜଣଙ୍କ ହେଲେ କାଙ୍ଗୁଲା ଗାଁର ସଗେଇ ବେହେରା ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ…

ବ୍ୟକ୍ତିଙ୍କର ଗଳିତ ମୃତଦେହ ଉଦ୍ଧାର, ପଥରରେ ଛେଚି ହତ୍ୟା ସନ୍ଦେହ

ଆଠଗଡ଼ (କେନ୍ୟୁଜ): ଆଠଗଡ଼ ଥାନା ଅନ୍ତର୍ଗତ ଝରଣ ଛକ ନିକଟସ୍ତ ରାସ ରସିକ ପୁର ଶିଶୁ ମନ୍ଦିର ପଛ ପାଖରେ ଜଣେ ବ୍ୟକ୍ତିଙ୍କର ଗଳିତ ମୃତଦେହ ଉଦ୍ଧାର ହୋଇଛି । ଉଦ୍ଧାର ହୋଇଥିବା ମୃତଦେହ ପାଖରେ ରହିଛି ଏକ ପଥର ଖଣ୍ଡ । କେହି ତାଙ୍କୁ ପଥର ଛେଚି ମାରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ…

ରାସ୍ତା କଡ଼ରୁ ସନ୍ଦେହଜନକ ଅବସ୍ଥାରେ ମୃତ ଦେହ ଉଦ୍ଧାର

କାଲିମେଳା : ରାସ୍ତା କଡରେ ସନ୍ଦେହ ଜନକ ଅବସ୍ଥାରେ ମିଳିଛି ମୃତ ଦେହ । ମାଲକାନଗିରି ଜିଲ୍ଲା ମୋଟୁ ଥାନାର ମହାରାଜପାଲ୍ଲୀ ଓ ଏମ୍:ଭି-79 ମଧ୍ୟରେ ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି l ମୃତ ବ୍ୟକ୍ତି ଏମ୍-ଭି-98 ଗ୍ରାମର ପୋଲାସ କାନ୍ଧିଲାଲ l ମୋଟୁ ଠାରୁ ନିଜଘରକୁ ଯାଉଥିବା ସମୟରେ…

ହାତରେ ସାଲାଇନ ଲାଗିଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ସମ୍ବଲପୁର (କେନ୍ୟୁଜ): ବୁର୍ଲା ଫାଇରିଂ ରେଞ୍ଜ ନିକଟରୁ ଯୁବକର ମୃତଦେହ ଉଦ୍ଧାର। ହାତରେ ସାଲାଇନ ଲାଗିଥିବା ଅବସ୍ଥାରେ ମୃତଦେହ ଠାବ କରିଛି ବୁର୍ଲା ପୋଲିସ। ମୃତ ଯୁବକ ଜଣକ ହେଉଛନ୍ତି ବରଗଡ଼ ଜିଲ୍ଲାର ଅତାବିରା ଥାନା ଲାଦେରପାଲି ଗ୍ରାମର ବିବେକ ଗଡ଼ତିଆ। ଯୁବକ ଜଣକ ବୁର୍ଲା ସହରର ଏକ…

ହଷ୍ଟେଲରେ ଇଞ୍ଜିନିୟରିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ରାଗିଂ ନେଇ ଅଭିଯୋଗ ଆଣିଲେ ପରିବାର ଲୋକେ

ଯାଜପୁର (କେନ୍ୟୁଜ): ଜୀବନ ହାରିଲେ ପଲିଟେକନିକ୍‌ ଛାତ୍ରୀ । ହଷ୍ଟେଲ ରୁମ୍‌ରେ ଝୁଲି ପଡ଼ିଲେ । ଯାଜପୁର ସରକାରୀ ପଲିଟେକନିକ୍‌ର ବିରଜା ହଷ୍ଟେଲରେ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ମୃତଦେହ । ତାଙ୍କ ନାଁ ରୋଜାଲିନ୍‌ ପାତ୍ର ଓ…

ପୋଲିସ କ୍ଵାଟରରୁ ମହିଳା କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳ ଟାଉନ ଥାନା VHF ବିଭାଗରେ କାର୍ଯ୍ୟରତ ମହିଳା କନଷ୍ଟେବଳ ସୁନିତା ନାୟକଙ୍କ ଝୁଲନ୍ତା ମୃତଶରୀର ରିଜର୍ଭ ଲାଇନ ପୋଲିସ କ୍ଵାଟରରୁ ଉଦ୍ଧାର ହୋଇଛି। ସୁନିତାଙ୍କ ସ୍ୱାମୀ ଗଣେଶ୍ୱର ନାୟକ ରିଜର୍ଭ ପୋଲିସରେ କାର୍ଯ୍ୟରତ ଅଛନ୍ତି। ସୂଚନା ଅନୁସାରେ ଗତକାଲି…

ଘର ଭିତରୁ ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର!

ଭଞ୍ଜନଗର(କେନ୍ୟୁଜ୍): ଘର ଭିତରୁ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ କବିସୂର୍ଯ୍ୟନଗର ବଜାର ନିକଟ ହନୁମାନ ସାହିରେ ଘଟିଛି ଏହି ଘଟଣା। ଘର ଭିତରୁ ଜଣେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ଜଣକ…