ରାସ୍ତା କଡ଼ରୁ ସନ୍ଦେହଜନକ ଅବସ୍ଥାରେ ମୃତ ଦେହ ଉଦ୍ଧାର
ରାସ୍ତା କଡରେ ସନ୍ଦେହ ଜନକ ଅବସ୍ଥାରେ ମିଳିଛି ମୃତ ଦେହ । ମାଲକାନଗିରି ଜିଲ୍ଲା ମୋଟୁ ଥାନାର ମହାରାଜପାଲ୍ଲୀ ଓ ଏମ୍:ଭି-79 ମଧ୍ୟରେ ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି l ମୃତ ବ୍ୟକ୍ତି ଏମ୍-ଭି-98 ଗ୍ରାମର ପୋଲାସ କାନ୍ଧିଲାଲ l

କାଲିମେଳା : ରାସ୍ତା କଡରେ ସନ୍ଦେହ ଜନକ ଅବସ୍ଥାରେ ମିଳିଛି ମୃତ ଦେହ । ମାଲକାନଗିରି ଜିଲ୍ଲା ମୋଟୁ ଥାନାର ମହାରାଜପାଲ୍ଲୀ ଓ ଏମ୍:ଭି-79 ମଧ୍ୟରେ ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି l ମୃତ ବ୍ୟକ୍ତି ଏମ୍-ଭି-98 ଗ୍ରାମର ପୋଲାସ କାନ୍ଧିଲାଲ l
ମୋଟୁ ଠାରୁ ନିଜଘରକୁ ଯାଉଥିବା ସମୟରେ ମୃତ୍ୟୁ ହୋଇଥିବା ଜଣାଯାଇଛି l ଦୁର୍ଘଟଣା ନା ହତ୍ୟା ଆଶଙ୍କା କରି ଘଟଣା ସ୍ଥଳରେ ମୋଟୁ ଓ ଏମ:ଭି -79 ଥାନା ପୋଲିସ ର ତଦନ୍ତ ଜାରି ରହିଛି l