Below header

କିସ୍ ରେ ବଲିଉଡ ଅଭିନେତ୍ରୀ ଶ୍ରୀୟା ପିଲଗାଁଉଙ୍କର

ଆଜି କିସ୍ ବୁଲିବାକୁ ଆସିଥିଲେ ବଲିଉଡ ଅଭିନେତ୍ରୀ ଶ୍ରୀୟା ପିଲଗାଁଉଙ୍କର । କିସର ପିଲାମାନଙ୍କ ସହିତ ସମୟ ବିତାଇଥିଲେ ଶ୍ରୀୟା ପିଲଗାଁଉଙ୍କର ।

ଆଜି କିସ୍ ବୁଲିବାକୁ ଆସିଥିଲେ ବଲିଉଡ ଅଭିନେତ୍ରୀ ଶ୍ରୀୟା ପିଲଗାଁଉଙ୍କର । କିସର ପିଲାମାନଙ୍କ ସହିତ ସମୟ ବିତାଇଥିଲେ ଶ୍ରୀୟା ପିଲଗାଁଉଙ୍କର । କିସ୍ ବିଶ୍ୱ ବିଦ୍ୟାଳୟ ବୁଲି ସାରିବା ପରେ ବହୁତ୍ ଖୁସି ହୋଇଥିଲେ ଏବଂ କିସର ଭୂୟସୀ ପ୍ରଶଂସା କରିଥିଲେ ।

ଏହି ଅବସରରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ଼କ୍ଟର ଅଚ୍ୟୁତ ସାମନ୍ତ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କିସ ବିଶ୍ଵବିଦ୍ୟାଳୟରେ ଜନଜାତି ପିଲାଙ୍କର ଏଭଳି ସଫଳତା ଦେଖି ସେ ଆଚର୍ଯ୍ୟ ହୋଇଛନ୍ତି ବୋଲି କହିଛନ୍ତି ଶ୍ରୀୟା ପିଲଗାଁଉଙ୍କର । କିଛି ଦିନ ପୂର୍ବରୁ ତାଙ୍କ ବାପା ସଚିନ ପିଲଗାଁଉଙ୍କର ଓ ମାଆ ସୁପ୍ରିୟା ପିଲଗାଁଉଙ୍କର କିସ୍ ପରିଦର୍ଶନରେ ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.