Browsing Tag

kiit and kiis

କିସ୍‍ ଆଥଲେଟିକ୍‍ ଷ୍ଟାଡିୟମ୍‍ ନିକଟସ୍ଥ ପଡ଼ିଆରେ ଅନୁଷ୍ଠିତ ହେବ ଶ୍ରୀ ହନୁମାନ ଚାଳିଶା ମହାଯଜ୍ଞ

ଭୁବନେଶ୍ୱର : ଶ୍ରୀ ହନୁମାନ ଭକ୍ତମଣ୍ଡଳୀ ପକ୍ଷରୁ ଆସନ୍ତାକାଲି ୩୧ତମ ବିଶାଳ ଶ୍ରୀ ହନୁମାନ ଚାଳିଶା ମହାଯଜ୍ଞ କିସ୍‍ ଆଥଲେଟିକ୍‍ ଷ୍ଟାଡିୟମ୍‍ ନିକଟ ପଡ଼ିଆରେ ଅନୁଷ୍ଠିତ ହେବ । ଏହା ହେଉଛି ଭାରତର ଅନ୍ୟତମ ବିରାଟ ହନୁମାନ ଚାଳିଶା ମହାଯଜ୍ଞ ।  କାଲି ସକାଳ ୯ଟାରେ ୧୦୮ ସାମୂହିକ ହନୁମାନ ଚାଳିଶା…

କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟକୁ ପ୍ରଶଂସା କଲେ ପ୍ରବାସୀ

ଭୁବନେଶ୍ୱର : ପ୍ରଥମ ଥର ପାଇଁ ଓଡ଼ିଶାରେ ୧୮ ତମ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଛି ।  ଏଥିରେ ସାମିଲ ହୋଇଥିବା ପ୍ରବାସୀ ମାନେ ଓଡ଼ିଶାର କଳା ସଂସ୍କୃତିର ପ୍ରଶଂସା ସାଙ୍ଗକୁ କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟକୁ ବି ପ୍ରଶଂସା କରିଛନ୍ତି । ଯେଉଁମାନେ କିସ୍ ବିଷୟରେ କୌଣସି ନା କୌଣସି…

କଳ୍ପନା, ସର୍ଜନା ଓ ପ୍ରଭାବକୁ ନେଇ କିଟ୍‍ ର କେ-ଆଇ୩ ଫେଷ୍ଟ ଉଦ୍‍ଘାଟିତ

ପରିକଳ୍ପନା, ସର୍ଜନା ଓ ପ୍ରଭାବ (ଆଇଡିଆ, ଇନୋଭେସନ୍‍, ଇମ୍ପାକ୍ଟ)କୁ ନେଇ କିଟ୍‍ ବିଶ୍ୱବିଦ୍ୟାଳୟରେ କେ-ଆଇ ୩ ଫେଷ୍ଟ ଉଦ୍‍ଘାଟିତ ହୋଇଯାଇଛି ।  କେ-ଆଇ ୩ ଫେଷ୍ଟ ପ୍ରଥମ ସଂସ୍କରଣର ବିଷୟ ବସ୍ତୁ ରହିଛି ଫ୍ରଣ୍ଟିଅର ଟେକ୍ନୋଲୋଜି ଫର ବିକଶିତ ଭାରତ-୨୦୪୭।  କିଟ୍‍ ଡିନ୍‍ ଗୋଲ୍ଡ କ୍ଲବ୍‍…

ସୁନେଲିତା ଟପ୍ପୋଙ୍କୁ ଶୁଭେଚ୍ଛା ଜଣାଇଲେ କିଟ ଓ କିସର ପ୍ରତିଷ୍ଠାତା ଡ଼କ୍ଟର ଅଚ୍ୟୁତ ସାମନ୍ତ

କିଟ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଅଷ୍ଟମ ଏସୀୟ ଚମ୍ପିଅନ୍ସ ଟ୍ରଫି ୨୦୨୪ରେ ସ୍ବର୍ଣ୍ଣ ପଦକ ବିଜେତା ସୁନେଲିତା ଟପ୍ପୋଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ମାନୀତ କରିଛନ୍ତି ।  କିସର ପ୍ରଥମ ବର୍ଷର ବିଏ ଛାତ୍ରୀ ହେଉଛନ୍ତି ସୁନେଲିତା ଟପ୍ପୋ । ଯିଏ କି ଅଷ୍ଟମ ଏସୀୟ ଚମ୍ପିଅନ୍ସ…

କିଟ୍ ଓ କିସ୍ ପରିଦର୍ଶନ କଲେ ସିଟି ୟୁନିଭରସିଟି ଅଫ୍‍ ନିଉୟର୍କର ସଭାପତି ଡ. ମିଲ୍‍ଟନ୍‍ ସାଣ୍ଟିଆଗୋ

ଭୁବନେଶ୍ୱର : କିଟ୍ ଓ କିସ୍ ପରିଦର୍ଶନ କଲେ ଆମେରିକାର ଖ୍ୟାତି ସମ୍ପନ୍ନ ସିଟି ୟୁନିଭରସିଟି ଅଫ୍‍ ନିଉୟର୍କର ସଭାପତି ଡ. ମିଲ୍‍ଟନ୍‍ ସାଣ୍ଟିଆଗୋ । କିଟ୍‍ର ବିଭିନ୍ନ କ୍ୟାମ୍ପସ୍‍ ପରିଦର୍ଶନ କରିବା ସହ କିସ୍‍ର ବିଭିନ୍ନ ୟୁନିଟ୍‍ ବୁଲି ଦେଖିଥିଲେ ।  ଏହି ଅବସରରେ ସେ କିସ୍‍ର ୧୦ ହଜାର…

କିଟ୍ ଓ କିସରେ ଜାତୀୟ ବିଶ୍ୱବିଦ୍ୟାଳୟ ସନ୍ତରଣ ଓ ଯୋଗାସନ ଚାମ୍ପିୟନସିପ୍ ଉଦଯାପିତ

କିଟ୍ ଓ କିସରେ ଜାତୀୟ ବିଶ୍ୱବିଦ୍ୟାଳୟ ସନ୍ତରଣ ଓ ଯୋଗାସନ ଚାମ୍ପିୟନସିପ୍ ଉଦଯାପିତ ହୋଇଯାଇଛି। ଯୋଗାସନ ଚାମ୍ପିୟନସିପରେ ୨ଶହରୁ ଊର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟରୁ ୨ ହଜାର ୫ଶହରୁ ଅଧିକ ପ୍ରତିଯୋଗୀ, ୩ଶହରୁ ଊର୍ଦ୍ଧ୍ୱ କୋଚ ଓ ଅଫିସିଆଲ୍ ଯୋଗ ଦେଇଥିଲେ । ଏହାସହ ସନ୍ତରଣ ଚାମ୍ପିୟନସିପରେ ୧୦୦ରୁ…

କିଟ-କିସ ଓ କିମ୍ସ ପକ୍ଷରୁ ମେଗା ସ୍ବାସ୍ଥ୍ୟ ଶିବିର, ଯୋଗଦେଲେ କିଟ, କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଓ SRFTI…

ଯାଜପୁର ଦଶରଥପୁର ବ୍ଲକର ବିରିପଟା ସରକାରୀ ଉଚ୍ଚ ବିଦ୍ୟାଳୟରେ କିମ୍ସ ପକ୍ଷରୁ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ମନ୍ମଥ ଧଳ ଡିଗ୍ରୀ କଲେଜ ଆନୁକୂଲ୍ୟରେ ଆୟୋଜିତ ଏହି ସ୍ବାସ୍ଥ୍ୟ ଶିବିରକୁ ବାଚସ୍ପତି ପ୍ରମିଳା ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ…

କିସ୍ ରେ ବଲିଉଡ ଅଭିନେତ୍ରୀ ଶ୍ରୀୟା ପିଲଗାଁଉଙ୍କର

ଆଜି କିସ୍ ବୁଲିବାକୁ ଆସିଥିଲେ ବଲିଉଡ ଅଭିନେତ୍ରୀ ଶ୍ରୀୟା ପିଲଗାଁଉଙ୍କର । କିସର ପିଲାମାନଙ୍କ ସହିତ ସମୟ ବିତାଇଥିଲେ ଶ୍ରୀୟା ପିଲଗାଁଉଙ୍କର । କିସ୍ ବିଶ୍ୱ ବିଦ୍ୟାଳୟ ବୁଲି ସାରିବା ପରେ ବହୁତ୍ ଖୁସି ହୋଇଥିଲେ ଏବଂ କିସର ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ କିଟ୍ ଓ କିସ୍…

କିଟ୍ ଓ କିସରେ ପାଳିତ ହେଲା ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ

କିଟ୍ ଓ କିସରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ମହାତ୍ମା ଗାନ୍ଧୀଙ୍କ ୧୫୪ତମ ଜୟନ୍ତୀ ପାଳନ ଅବସରରେ କିସ୍ ପରିସରରେ ଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର…

କିଟ୍, କିସ, କିମ୍ସ ରେ ସ୍ୱାଧୀନତା ଦିବସ ପାଳିତ: ପତାକା ଉତ୍ତୋଳନ କଲେ ପାଟନା ହାଇକୋର୍ଟର ବିଚାରପତି ଓ ପ୍ରତିଷ୍ଠାତା…

ଭୁବନେଶ୍ୱର (କେନ୍ୟୁଜ): କିଟ୍, କିସ, କିମ୍ସ ଓ କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲରେ ୭୭ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କିସରେ ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଟନା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ସନ୍ଦୀପ କୁମାର ଜାତୀୟ ପତାକା…

କିଟ୍ ଓ କିସ୍ ପରିଦର୍ଶନ କଲେ ୱେଲସ୍ ହକି ଟିମ୍, ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ କଲେ ପ୍ରଶଂସା

ଭୁବନେଶ୍ୱର(କେନ୍ୟୁଜ ବିରୋ) : ପୁରୁଷ ହକି ବିଶ୍ୱକପ୍ ଚାମ୍ପିଅନ୍ସିପରେ ଭାଗ ନେବାକୁ ଆସିଥିବା ୱେଲସ୍ ହକି ଟିମ୍ ମଙ୍ଗଳବାର କିଟ୍ ଓ କିସ୍ ପରିଦର୍ଶନ କରିଛନ୍ତି । କିସ୍ ପରିଦର୍ଶନ ସମୟରେ କିସରେ ପାଠ ପଢୁଥିବା ୩୦ ହଜାର ଛାତ୍ରଛାତ୍ରୀଙ୍କୁ ଦେଖି ୱେଲସ୍ ହକି ଟିମର ସମସ୍ତ ଖେଳାଳି ଓ ଅଫିସିଆଲ୍…

କିଟ୍‌ର ଶହ ଶହ ଛାତ୍ର ଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ସ୍ନେହାଦୀପ୍‌ କୁମାର, ଜାଣନ୍ତୁ କାହିଁକି?

ଭୁବନେଶ୍ୱର(କେନ୍ୟୁଜ୍): କିଟ୍‌ ବିଶ୍ୱବିଦ୍ୟାଳୟର ଛାତ୍ର ସ୍ନେହାଦୀପ୍‌ କୁମାର ସମ୍ମାନଜନକ ରୟାଲ ଆଷ୍ଟ୍ରୋନୋମିକାଲ୍‌ ସୋସାଇଟି ଅଫ୍‌ ଲଣ୍ଡନର ଫେଲୋ ଭାବେ ମନୋନୀତ ହୋଇଛନ୍ତି । କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସ୍ନେହାଦୀପଙ୍କୁ ତାଙ୍କ ସଫଳତା ପାଇଁ ସମ୍ବର୍ଦ୍ଧିତ କରିଥିଲେ…