ନୂଆ ବର୍ଷରେ ଶ୍ରୀକ୍ଷେତ୍ରରେ ଫୁଟିଲା ବୋମା,୫ଆହତ

ପୁରୀ(କେନ୍ୟୁଜ୍): ନୂଆବର୍ଷରେ ଶ୍ରୀକ୍ଷେତ୍ରରେ ଫୁଟିଛି ବୋମା।  ଷଣ୍ଢପୁର ଅଞ୍ଚଳରେ ଜମିଜମା ବିବାଦକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ବୋମାମଡ ହୋଇଛି। ଘଟଣା ସ୍ଥଳରୁ ୫୦ ରୁ ଅଧିକ ବୋମ ଜବତ ହୋଇଛି । ଏଥିରେ ୫ ଜଣ ଆହତ ହୋଇଥିବାର ସୂଚନା ମିଳିଛି। । ଆହତମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.