ଖୋର୍ଦ୍ଧାରେ ପୂର୍ବ ଶତୃତାକୁ କେନ୍ଦ୍ର କରି ବୋମାମାଡ

ଖୋର୍ଦ୍ଧା(କେନ୍ୟୁଜ୍) : ଖୋର୍ଦ୍ଧାରେ ବୋମାମାଡ। ଗୁରୁଜଙ୍ଗ ଓ ନୂଆଗାଁ ରାସ୍ତାରେ ପୂର୍ବ ଶତୃତାକୁ କେନ୍ଦ୍ର କରି ବିଳମ୍ବିତ ରାତିରେ ବୋମାମାଡ ହୋଇଛି।

cctvବ୍ଳକ୍ ବିଜେଡି ସଭାପତି ପ୍ରକାଶ ରାଉତରାୟଙ୍କ ଘର ଉପରକୁ ବୋମାମାଡ ହୋଇଛି । ତେବେ ଏଥିରେ କାହାର କୌଣସି କ୍ଷତି ହୋଇନାହିଁ। ଘଟଣାସ୍ଥଳରେ ଖୋର୍ଦ୍ଧା ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.