Below header

ମ଼ାଣିକପୁର ହରିହର ଯୋର ଉପରେ ତିଆରି ହେବ ସେତୁ, ଉପକୃତ ହେବେ ୫ ପଞ୍ଚାୟତର ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକେ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମ଼ାଣିକପୁର ହରିହର ଯୋର ଉପରେ ତିଆରି ହେବ ସେତୁ। ସିଧାସଳଖ ଯୋଡିହେବ ଜିଲ୍ଲା ସମେତ ବୀରମହାରାଜପୁର ଏବଂ ଉପଖଣ୍ଡ ଡାକ୍ତରଖାନା । ଉପକୃତ ହେବେ ୫ ପଞ୍ଚାୟତର ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକେ।

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମ଼ାଣିକପୁର ହରିହର ଯୋର ଉପରେ ତିଆରି ହେବ ସେତୁ। ସିଧାସଳଖ ଯୋଡିହେବ ଜିଲ୍ଲା ସମେତ ବୀରମହାରାଜପୁର ଏବଂ ଉପଖଣ୍ଡ ଡାକ୍ତରଖାନା । ଉପକୃତ ହେବେ ୫ ପଞ୍ଚାୟତର ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକେ।

ସମସ୍ୟାରେ ପଡିଲା ପୂର୍ଣ୍ଣଚ୍ଛେଦ । ବୀରମହାରାଜପୁର ବ୍ଲକ ମାଣିକପୁର ହରିହର ଯୋର ଉପରେ ତିଆରି ହେବ ସେତୁ। ଯୋଡିହେବ ଜିଲ୍ଲା ସମେତ ବୀରମହାରାଜପୁର ଏବଂ ଉପଖଣ୍ଡ ଡାକ୍ତରଖାନା । ଉପକୃତ ହେବେ ୫ ପଂଚାୟତବାସୀ । ବର୍ଷକ ମଧ୍ୟରେ କାମ ଶେଷ ହେବା ନେଇ ଆଶା ପ୍ରକାଶ ପାଇଛି । ବର୍ଷାଦିନ ଆସିଲେ ବୀରମହାରାଜପୁର ଆସିବା ବନ୍ଦ ହୋଇଯାଏ ଏମାନଙ୍କର।

ଅଧିକ ୧୦ କିଲୋମିଟର ବାଟ ବୁଲି ଆସିବାକୁ ପଡିଥାଏ । ଏବେ ଦୁଃଖ ଦୂର ହେବ। ଗୁହାରି ଶୁଣିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ନିଜସ୍ଵ ପାଣ୍ଠିରୁ ସେତୁ ନିର୍ମାଣ ହେବ। ଶିଳାନ୍ୟାସ କରିଛନ୍ତି ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା। ବର୍ଷକ ମଧ୍ୟରେ କାମ ଶେଷ ହେବ ବୋଲି ଆଶା ରଖିଛନ୍ତି ବିଧାୟକ ଏବଂ ପୂର୍ତ୍ତ ବିଭାଗ କାର୍ଯ୍ୟ ନିର୍ବାହୀ ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.