Browsing Tag

bridge

ବିପଦ ସଙ୍କୁଳ ଅବସ୍ଥାରେ ରହିଛି ଆନନ୍ଦପୁରର ବୈତରଣୀ ସେତୁ, ହଇରାଣ ହେଉଛନ୍ତି ଜନ ସାଧାରଣ

ଆନନ୍ଦପୁର (କେନ୍ୟୁଜ): ବିପଦରେ ଲୋକଙ୍କ ଜୀବନ । ବିପଦ ସଙ୍କୁଳ ଅବସ୍ଥାରେ ରହିଛି ଆନନ୍ଦପୁରର ବୈତରଣୀ ସେତୁ । ବସକୁ ଏ ସେତୁରେ ଯିବାକୁ ଅନୁମତି ନାହିଁ, ତେଣୁ ଯାତ୍ରୀମାନେ ଅଧା ରାସ୍ତାରୁ ଓହ୍ଲାଇ ବ୍ୟାଗ ଧରି ଚାଲି ଚାଲି ଯାଉଛନ୍ତି । କେତେବେଳେ ଯେ ବ୍ରିଜ୍‌ ଟି ଭୁଶୁଡ଼ି ପଡ଼ିବ ଭରସା ନାହିଁ…

ଫ୍ଲାଏ ଓଭର ଏବଂ ବ୍ରିଜ ମଧ୍ୟରେ ପାର୍ଥକ୍ୟ କ’ଣ ଆପଣ ଜାଣନ୍ତି କି?

ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବା ପାଇଁ ପ୍ରତ୍ୟେକ ସହରରେ ରାସ୍ତା ରହିଥାଏ । କିନ୍ତୁ ଯେତେବେଳେ ସହର ପାଇଁ ରାସ୍ତା ପର୍ଯ୍ୟାପ୍ତ ହୋଇନଥାଏ ଅର୍ଥାତ ରାସ୍ତା ଅତ୍ୟଧିକ ଗହଳି ହୁଏ ସେତେବେଳେ ଫ୍ଲାଏଓଭର ନିର୍ମାଣ ହୋଇଥାଏ । ଆପଣ ନିଶ୍ଚିତ ଭାବରେ ସହରଗୁଡିକରେ ଅନେକ ଫ୍ଲାଏଓଭର…

ଦୁନିଆର ସବୁଠାରୁ ଭୟଙ୍କର ବ୍ରିଜ୍, ଯିବାକୁ ଭୟ କରନ୍ତି ଲୋକେ

ଆଟଲାଣ୍ଟିକ୍ ମହାସାଗରରେ ଉତ୍ତର ଆୟର୍ଲାଣ୍ଡର ଏକ ବ୍ରିଜ୍ ରହିଛି ଯାହା ଦୁନିଆର ସବୁଠାରୁ ଭୟଙ୍କର ବ୍ରିଜ୍ ଭାବରେ ପରିଗଣିତ ହୁଏ । ଏହି ବ୍ରିଜର ନାମ ହେଉଛି କାରିକ୍ ଏ ରେଡ୍ ରୋପ । ଏହି ବ୍ରିଜ୍ ବିଷୟରେ କୁହାଯାଏ ଯେ ଅନେକ ଯାତ୍ରୀ ଏହାକୁ ଦେଖନ୍ତି ଏବଂ ସ୍ପର୍ଶ ନକରି ଫେରିଯାଆନ୍ତି ଏବଂ…

ଆଖି ବନ୍ଦ କରି GPS ଉପରେ ଭରସା କରିଥିଲେ ମହିଳା, ୱାକିଂ ବ୍ରିଜରେ ଫସିଗଲା କାର

ଟେକ୍ନୋଲୋଜି ଏବେ ଆମ ଜୀବନର ଏକ ଅଂଶ ହୋଇଯାଇଛି । ବର୍ତ୍ତମାନ, ଖାଦ୍ୟ ଅର୍ଡର କରିବା ଠାରୁ ଆରମ୍ଭ କରି ସପିଂ ପର୍ଯ୍ୟନ୍ତ,ସବୁକିଛି ଆମେ ମୋବାଇଲ୍ ମାଧ୍ୟମରେ ହିଁ କରିଥାଉ । ବର୍ତ୍ତମାନ ଯଦି ଆମକୁ କୌଣସି ସ୍ଥାନକୁ ଯିବାର ଅଛି, ତେବେ ଲୋକଙ୍କୁ ପଚାରିବା ପରିବର୍ତ୍ତେ, ଆମେ ଜିପିଏସର ସାହାଯ୍ୟ…

ମ଼ାଣିକପୁର ହରିହର ଯୋର ଉପରେ ତିଆରି ହେବ ସେତୁ, ଉପକୃତ ହେବେ ୫ ପଞ୍ଚାୟତର ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକେ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମ଼ାଣିକପୁର ହରିହର ଯୋର ଉପରେ ତିଆରି ହେବ ସେତୁ। ସିଧାସଳଖ ଯୋଡିହେବ ଜିଲ୍ଲା ସମେତ ବୀରମହାରାଜପୁର ଏବଂ ଉପଖଣ୍ଡ ଡାକ୍ତରଖାନା । ଉପକୃତ ହେବେ ୫ ପଞ୍ଚାୟତର ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକେ। ସମସ୍ୟାରେ ପଡିଲା ପୂର୍ଣ୍ଣଚ୍ଛେଦ । ବୀରମହାରାଜପୁର ବ୍ଲକ…

ବିଶ୍ୱର ସବୁଠାରୁ ଲମ୍ବା ସମୁଦ୍ର ବ୍ରିଜ, ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ୭ ବିଲିୟନ

ଏହି ଦୁନିଆରେ ଅନେକ ଅଦ୍ଭୁତ ଜିନିଷ ରହିଛି । ଯାହା କୃତିମ ତଥା ଏହାକୁ ମଣିଷମାନେ ପ୍ରସ୍ତୁତ କରିଛନ୍ତି । ସେହିଭଳି ଏକ ବ୍ରିଜ ଚୀନରେ ରହିଛି । ଏହାକୁ ଯିଏ ଦେଖିବ ସେ ଆଶ୍ଚର୍ଯ୍ୟ ହୋଇଯିବ, କାରଣ ଏହି ବ୍ରିଜ ସମୁଦ୍ର ଉପରେ ନିର୍ମିତ । ତେବେ ଏହା ହେଉଛି ଚୀନର ହଂକଂ-ଜୁହାଇ-ମକାଉ ବ୍ରିଜ । ଏହା…

ବ୍ରିଜ ଉପରେ ଝୁଲିଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ

ବାଙ୍କୀ (କେନ୍ୟୁଜ): ବ୍ରିଜ ଉପରେ ଝୁଲିଛି ବସ୍। ବାଙ୍କୀ ଜାତମୁଣ୍ଡିଆ ସୁବର୍ଣ୍ଣପୁର ବ୍ରିଜ ଉପରେ ଝୁଲି ରହିଛି ବସ୍। ବ୍ରିଜ ବାଡ଼ ଭାଙ୍ଗି ବସ୍ ଟି ଅଧା ବ୍ରିଜ ଉପରୁ ତଳକୁ ଝୁଲିଛି। ବ୍ରେକ ଫେଲ ହୋଇ ଦୁର୍ଘଟଣା ହୋଇଛି। ଯାତ୍ରୀବାହୀ ବସଟି ଅନୁଗୁଳରୁ ଭୁବନେଶ୍ବର ଆସୁଥିବାବେଳେ ଏହି ଦୁର୍ଘଟଣା…

ପାଠ ପଢ଼ିବା ପାଇଁ ଅଣ୍ଟେ ଅଣ୍ଟେ ପାଣି ପାର କରୁଛନ୍ତି କୁନି କୁନି ପିଲା, କିନ୍ତୁ ସୁଧୁରୁନି ସମସ୍ୟା

ଘୋ ଘୋ ରାଣୀ ଅଣ୍ଟେ ଅଣ୍ଟେ ପାଣି । କୁନି କୁନି ପିଲାମାନେ ଏହି ଖେଳ ଖେଳୁଥିବା ତ ଆପଣମାନେ ଜାଣିଥିବେ । ଏ ଖେଳ ହୁଏତ ବହୁତ ପୁରୁଣା ହୋଇ ଗଲାଣି । କିନ୍ତୁ ଏଭଳି କିଛି ବାସ୍ତବ ଘଟଣା ସାମ୍ନାକୁ ଆସିଛି । ନାଳ ସାଜିଛି ସମସ୍ତଙ୍କ ପାଇଁ କାଳ । କି ଖରା କି ବର୍ଷା ସବୁଦିନେ ନାଳ ହିଁ ସମସ୍ତଙ୍କ…

ପୂରଣ ହେଲା ସ୍ୱପ୍ନ, ନାଳ ଉପରେ ପୋଲ ତିଆରି କରି ଗାଁ ଲୋକଙ୍କ ହୃଦୟ ଜିତିଲେ ସରକାର

ଅନେକ ଦିନର ସ୍ୱପ୍ନ ପୂରଣ ହେଲା । ଗାଁରେ ଯିବା ଆସିବା କରିବା ପାଇଁ ଖଣ୍ଡିଏ ପୋଲ ନଥିଲା । କିନ୍ତୁ ଗାଁ ଲୋକଙ୍କ ଦୁଃଖ ଏବେ ଦୂର ହୋଇଛି । ନାଳ ଉପରେ ତିଆରି ହୋଇଛି ପୋଲ । ପୂର୍ବରୁ ଛାତିଏ ପାଣି ପାର୍‌ କରି ସହରକୁ ଯାଉଥିଲେ ଗାଁ ବାସିନ୍ଦା । କିନ୍ତୁ ପୋଲ ନିର୍ମାଣ ହେବା ପରେ ଏ କଷ୍ଟ ଦୂର…

ବରଗଡ ଜିଲ୍ଲାରେ ହେବ ୩ଟି ନୂଆ ବୃହତ୍ ସେତୁ, ୩୯ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ବରଗଡ ଜିଲ୍ଲାରେ ୩ଟି ବୃହତ ସେତୁର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ୩ଟି ନୂତନ ସେତୁ ଦ୍ବାରା ଜିଲ୍ଲାର ପ୍ରାୟ ୭.୨୫ ଲକ୍ଷ ଲୋକ ଉପକୃତ ହେବେ। ଏହାଦ୍ବାରା ଜିଲ୍ଲାରେ ଗମନାଗମନର ସୁବିଧା ସହିତ ସାମାଜିକ ସୁବିଧା…

ଭାରତର ପ୍ରଥମ କେବୁଲ ଆଧାରିତ ରେଲୱେ ବ୍ରିଜ, ଜାଣନ୍ତୁ କେତେ କେବୁଲରେ ସଂଯୋଗ ହୋଇଛି

ରେଲୱେ ବର୍ତ୍ତମାନ ଆଧୁନିକତା ଆଡ଼କୁ ଗତି କରୁଛି । ଭାରତରେ ଥିବା ସମସ୍ତ ଷ୍ଟେସନକୁ ଉନ୍ନତ କରାଯାଉଛି ଏବଂ ସେମି ହାଇସ୍ପିଡ ଟ୍ରେନ ଚଲା ଯାଉଛି । ଆପଣ ଯେତେବେଳେ ଟ୍ରେନରେ ଯାତ୍ରା କରନ୍ତି ଆପଣ ରାସ୍ତାରେ ଅନେକ ବ୍ରିଜ୍‌ ଦେଖିଥିବେ । ବ୍ରିଜ ଗୁଡ଼ିକ ଭିନ୍ନ ଭିନ୍ନ ଷ୍ଟାଇଲରେ ହୋଇଥିବା ଆପଣମାନେ…