Below header
Browsing Tag

bridge

ନଦୀ ବନ୍ଧର ପିଲାର୍‌ରେ ଫସିଛି ୧୨ ବର୍ଷର ବାଳକ, ୨ ଦିନରୁ ଥିଲା ନିଖୋଜ

ବିହାରର ରୋହତାସ୍‌ ଜିଲ୍ଲାରେ ସୋନ୍‌ ନଦୀ ବନ୍ଧର ପିଲାର୍‌ ଏବଂ ସ୍ଲାବ୍‌ ମଝିରେ ଏକ ୧୨ ବର୍ଷର ବାଳକ ଫସିରହିଛି। ବନ୍ଧର ୧ ନମ୍ବର ପିଲାର୍‌ ନିକଟରେ ଦୁଇଟି କାନ୍ଥ ମଝିରେ ବାଳକଟି ରହିଛି। ବାଳକର ପରିଚୟ ଜଣାପଡ଼ିଛି। ସେ ହେଲେ ଭୋଲା ଶାହଙ୍କ ପୁଅ ରଞ୍ଜନ କୁମାର। ରଞ୍ଜନ ଗତ ୨ ଦିନ ହେବ ଘରୁ…

ବର୍ଷା ପାଣିରେ ଶିକ୍ଷୟତ୍ରୀଙ୍କ ପାଇଁ ସ୍କୁଲ ପିଲାମାନେ ଚେୟାରରେ ତିଆରି କରିଦେଲେ ଏମିତି ପୋଲ, ଏବେ ଭିଡିଓ ଭାଇରାଲ

ମଥୁରାରେ ଶିକ୍ଷୟତ୍ରୀଙ୍କ ପାଇଁ ପାଣିରେ ଚେୟାରର ପୋଲ ନିର୍ମାଣ କଲେ ଛାତ୍ରଛାତ୍ରୀ । ଯେଉଁ ଘଟଣାଟି ଏବେ ସାମ୍ନାକୁ ଆସିଛି। ଏହି ମାମଲା ବଳଦେବ ଅଞ୍ଚଳର ଦଘେଟା ଗ୍ରାମ ପଞ୍ଚାୟତର ପ୍ରାଥମିକ ବିଦ୍ୟାଳୟର ବୋଲି ଜଣା ପଡିଛି। ବର୍ଷା ଯୋଗୁଁ ସ୍କୁଲରେ ପାଣି ଭରିଯାଇଥିଲା । କିନ୍ତୁ ଯେବେ ସ୍କୁଲ…

ଗୁରୁଦାସପୁର ବ୍ରିଜ ନିକଟରୁ ଯୁବକର ମୃତଦେହ ଉଦ୍ଧାର

ଜଳେଶ୍ୱର (କେନ୍ୟୁଜ): ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀର ଗୁରୁଦାସପୁର ବ୍ରିଜ ନିକଟରୁ ଯୁବକର ମୃତ ଦେହ ଉଦ୍ଧାର। ମୃତ ଯୁବକ ଜଣକ ଜଳେଶ୍ବର ଥାନା ଅନ୍ତର୍ଗତ ଗୋବରଘାଟା ଗ୍ରାମର ହେମନ୍ତ ସିଂ ବୋଲି ଜଣା ପଡିଛି। ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର…

ଦୁଇ ମହାଦେଶକୁ ଯୋଡୁଛି ୬ମିନିଟର ବ୍ରିଜ, ଜାଣନ୍ତୁ ଏହି ବ୍ରିଜ ବିଷୟରେ

ବିଜ୍ଞାନର ଅଗ୍ରଗତି ଦ୍ୱାରା ଏବେ ଭୂଖଣ୍ଡ ବି ଛୋଟ ଲାଗିଲାଣି । ଏହାର କାରଣ ହେଉଛି ଯାତାୟତର ନୂଆ ନୂଆ ଉଦ୍ଭାବନ । ଏଭଳି ଉଦ୍ଭାବନ ଯାହା ଖାଲି ଜୀବନର ରାସ୍ତାକୁ ସହଜ ସୁଗମ କରିନି ଆମ ପହଞ୍ଚକୁ ମଧ୍ୟ ସରଳ କରୁଛି । ଏହାର ସବୁଠୁ ବଡ ଉଦାହରଣ ହେଉଛି ଏକ ବ୍ରିଜ । ଯାହା ଯୋଡୁଛି ଦୁଇ ମହାଦେଶକୁ ।…