Below header

ବରଗଡ଼ : ରାକ୍ଷୀ ପୁର୍ଣ୍ଣିମା ପୁର୍ବରୁ ଚାଲିଗଲା ଭାଇ ଭଉଣୀଙ୍କ ଜୀବନ

ବରଗଡ଼ (କେନ୍ୟୁଜ୍) : ଅତାବିରା ଥାନା ସିଂହାପାଲ୍ଲୀ ଗାଁରେ ଅଘଟଣ । ରାକ୍ଷୀ ପୁର୍ଣ୍ଣିମା ପୁର୍ବରୁ ଚାଲିଗଲା ଭାଇ ଭଉଣୀଙ୍କ ଜୀବନ। ରାକ୍ଷୀ ପୁର୍ଣ୍ଣିମାକୁ ଆଉ ଦୁଇ ଦିନ ଥିବା ବେଳେ ସଂଦେହଜନକ ଭାବରେ ଉଭୟ ଭାଇ ଭଉଣୀଙ୍କ ମୃତ୍ୟୁ ଘଟିଛି । ମୃତ ଭାଇ ଭଉଣୀ ହେଉଛନ୍ତି ବିକାଶ ମେହେର ଓ ମୀନତି ମେହେର । ଘଟଣାସ୍ଥଳରେ ପହଞ୍ଚି ପୋଲିସର ତଦନ୍ତ ଆରମ୍ଭ କରିଛି । ତେବେ ମୃତ୍ୟୁର କାରଣ ଏପର୍ୟ୍ୟନ୍ତ ଅସ୍ପଷ୍ଟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.