Below header

କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଦ୍ଵାରା କଟକ ତ୍ରିଶୂଳିଆ ଛକରୁ ୪୦ ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ

କଟକ: କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଦ୍ଵାରା ବ୍ରାଉନସୁଗର ଜବତ। କଟକ ତ୍ରିଶୂଳିଆ ଛକରୁ ପାଖାପାଖି ୪୦ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି।

ଘଟଣାସ୍ଥଳରୁ ଅଭିଯୁକ୍ତ ରାମଚନ୍ଦ୍ର ପାତ୍ରକୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ପଟିଆରୁ କଟକ ନେଇ ଆସୁଥିବା ବେଳେ କାବୁ କରିଥିଲା ଅବକାରୀ ଗୁଇନ୍ଦା ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.