Below header

୯ଟି ଲୋକସଭା ଓ ୫୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ବିଜେଡି ସୁପ୍ରିମୋ, ଜାଣନ୍ତୁ ଆପଣଙ୍କ ଅଞ୍ଚଳରୁ ଲଢିବ କିଏ ?

ଘୋଷଣା ହେଲାବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ବିଜେଡିର ପ୍ରଥମ ପର୍ଯ୍ୟାୟ ତାଲିକା ଘୋଷଣା କରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରଥମ ଥର ପାଇଁ ଦୁଇଟି ଆସନରୁ ନିର୍ବାଚନ ଲଢୁଛନ୍ତି ମୁଖ୍ୟମନ୍ତ୍ରୀ । ହିଞ୍ଜିଳିକାଟୁ ଏବଂ ବିଜେପୁରରୁ ଲଢିବେ ନବୀନ ପଟ୍ଟନାୟକ । କନ୍ଧମାଳରୁ ଅଚ୍ୟୁତ ସାମନ୍ତଙ୍କୁ ଲୋକସଭା ପାଇଁ ପ୍ରାର୍ଥୀ କରିଛି ବିଜେଡି ।

ଏବେ ନଜର ପକାନ୍ତୁ କିଏ କେଉଁ ଅଂଚଳରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ।

କୋରାପୁଟ: କୌଶଲ୍ୟା ହିକକା

ଆସ୍କା : ପ୍ରମିଳା ବିଶୋଇ

କନ୍ଧମାଳ : ଅଚ୍ୟୁତ ସାମନ୍ତ

କଳାହାଣ୍ଡି : ପୁଷ୍ପେନ୍ଦ୍ର ସିଂହଦେଓ

ବରଗଡ :  ପ୍ରସନ୍ନ ଆଚାର୍ଯ୍ୟ

ନବରଙ୍ଗପୁର :  ରମେଶ ମାଝୀ

ବଲାଙ୍ଗୀର : କଳିକେଶ ନାରାୟଣ ସିଂହଦେଓ

ବ୍ରହ୍ମପୁର : ଚନ୍ଦ୍ରଶେଖର ସାହୁ

ସୁନ୍ଦରଗଡ : ସୁନୀତା ବିଶ୍ବାଳ

ବିଧାନସଭା ଆସନ ଲାଗି ବିଜେଡି  ପ୍ରାର୍ଥୀ ତାଲିକା

ବ୍ରହ୍ମପୁର-ବିକ୍ରମ କୁମାର ପଣ୍ଡା

ଭଞ୍ଜନଗର-ବିକ୍ରମ କେଶରୀ ଆରୁଖ

ବିଜେପୁର- ନବୀନ ପଟ୍ଟନାୟକ

ଦଶପଲା-ରମେଶ ବେହେରା

ବିଷମକଟକ-ଜଗନ୍ନାଥ ସରାକା

ଛତ୍ରପୁର-ସୁଭାସ ଚନ୍ଦ୍ର ବେହେରା

ଆସ୍କା-ମଞ୍ଜୁଳା ସ୍ୱାଇଁ

ସୋରଡ଼ା-ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ

ହିଞ୍ଜିଳିକାଟୁ-ନବୀନ ପଟ୍ଟନାୟକ

କଣ୍ଟାମାଳ- ମହୀଧର ରଣା

ରାୟଗଡ଼ା-ଲାଲବିହାରୀ ହିମିରିକା

ଜୁନାଗଡ଼-ଦିବ୍ୟଶଙ୍କର ମିଶ୍ର

ନୂଆପଡ଼ା-ରାଜେନ୍ଦ୍ର ଢ଼ୋଲକିଆ

ଖରିଆର-ଲମ୍ବୋଧର ନିହାଲ

ଜି.ଉଦୟଗିରି-ସାଲୁଆ ପ୍ରଧାନ

ଖଲିକୋଟ-କେ କେ ସୂର୍ଯ୍ୟମଣୀ ବୈଦ୍ୟ

ଜୟପୁର-ରବିନାରାୟଣ ନନ୍ଦ

ଭବାନୀପାଟଣା-ଦୁଷ୍ମନ୍ତ ନାୟକ

ନର୍ଲା-ଭୂପିନ୍ଦର ସିଂ

ସାନଖେମୁଣ୍ଡି-ନନ୍ଦିନୀ ଦେବୀ

ପୋଲସରା-ଶ୍ରୀକାନ୍ତ ସାହୁ

କବିସୂର୍ଯ୍ୟନଗର-ଲତିକା ପ୍ରଧାନ

ପଦ୍ମପୁର-ବିଜୟ ରଞ୍ଜନ ସିଂ ବରିହା

ଝାରସୁଗୁଡ଼ା- ନବକଶୋର ଦାସ

ରାଉରକେଲା-ସାରଦା ନାୟକ

ରଘୁନାଥପାଲି-ସୁବ୍ରତ ତରାଇ

ଭଟଲି-ସୁଶାନ୍ତ ସିଂ

ଅତାବିରା-ସ୍ନେହାଙ୍ଗିନୀ ଛୁରିଆ

ବୀରମହାରାଜପୁର-ପଦ୍ମନାଭ ବେହେରା

ଟିଟିଲାଗଡ଼-ଟୁକୁନି ସାହୁ

ପାଟନାଗଡ଼-ସରୋଜ ମେହେର

ସୋନପୁର-ନିରଞ୍ଜନ ପୂଜାରୀ

ବରଗଡ଼-ଦେବେଶ ଆଚାର୍ଯ୍ୟ

କଣ୍ଟାବାଞ୍ଜି-ଅଜୟ ଦାସ

ବୌଦ୍ଧ-ପ୍ରଦୀପ କୁମାର ଅମାତ

ବାଲିଗୁଡ଼ା-ଚକ୍ରଧର କହଁର

ଧର୍ମଗଡ଼-ମୌସୁଦୀ ବାଗ

କୋରାପୁଟ-ରଘୁରାମ୍‌ ପଡାମ୍‌

ଲକ୍ଷ୍ମୀପୁର-ପ୍ରଭୁ ଜାନୀ

ଗୁଣୁପୁର-ରଘୁରାମ୍‌ ଗମାଙ୍ଗ

ମୋହନା-ପୂର୍ଣ୍ଣବାସୀ ନାୟକ

ପାରଳାଖେମୁଣ୍ଡୀ-କଲ୍ୟାଣୀ ଗଜପତି

ଗୋପାଳପୁର-ପ୍ରଦୀପ କୁମାର ପାଣିଗ୍ରାହୀ

ଦିଗପହଣ୍ଡି-ସୂର୍ଯ୍ୟନାରାୟଣ ପାତ୍ର

ଚିକିଟି-ଉଷା ଦେବୀ

ବଣାଇ- ରଞ୍ଜିତ କିଷାନ୍‌

ତଳସରା-ଷ୍ଟିଫେନ୍‌ ସୋରେନ୍‌

ରାଜଗାଙ୍ଗପୁର-ମଙ୍ଗଳା କିଷାନ୍‌

ସୁନ୍ଦରଗଡ଼-ଯୋଗେଶ ସିଂ

ଚିତ୍ରକୋଣ୍ଡା-ପୂର୍ଣ୍ଣଚନ୍ଦ୍ର ସାକାୟ

କୋଟପାଡ୍‌- ପଦ୍ମିନୀ ଦିଆନ୍‌

ଡାବୁଗାଁ-ମନୋହର ରନ୍ଧାରୀ

ଉମରକୋଟ୍‌-ସୁବାସ ଗଣ୍ଡ

ନବରଙ୍ଗପୁର-ସଦାଶିବ ପ୍ରଧାନୀ

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.