Below header

ଭଦ୍ରକ-ଚାନ୍ଦବାଲି ରାସ୍ତାରୁ ୨୫ ଫୁଟ ତଳକୁ ଖସିଲା କାର

ଚାନ୍ଦବାଲି (କେନ୍ୟୁଜ୍‌) : ଭାରସାମ୍ୟ ହରାଇ ଓଲଟିଲା କାର। ଭଦ୍ରକ-ଚାନ୍ଦବାଲି ମୁଖ୍ୟରାସ୍ତା ଗଦି ସାମନ୍ତରାଏପୁର ଛକ ନିକଟରେ ଭାରସାମ୍ୟ ହରାଇ ଏକ କାର ରାସ୍ତାରୁପ୍ରାୟ ୨୫ ଫୁଟ ତଳକୁ ଖସି ପଡିଛି । କିନ୍ତୁ ଏତେ ବଡ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି କାର ଚାଳକ। ତେବେ ଯାହା ସୂଚନା ରହିଛି କାର ଚାଳକଙ୍କୁ ନିଦ ଲାଗିଯିବାରୁ ଏଭଳି ଦୁର୍ଘଟଣା ଘଟିଛି ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.