Below header

ନିମ୍ନମାନର ଛତୁଆ ପ୍ରସ୍ତୁତ ଅଭିଯୋଗରେ ଭାରପ୍ରାପ୍ତ ସିଡିପିଓଙ୍କୁ ନିଲମ୍ବିତ କଲେ ମାଲକାନଗିରି ଜିଲ୍ଲାପାଳ

କାଲିମେଳା(କେନ୍ଯୁଜ୍): ନିମ୍ନମାନର ଛତୁଆ ପ୍ରସ୍ତୁତ ଅଭିଯୋଗରେ ଭାରପ୍ରାପ୍ତ ସିଡିପିଓ ନିଲମ୍ବିତ। ଲତାମଞ୍ଜୁଳା ପ୍ରଧାନଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ। କାଲିମେଳା ବ୍ଳକ ୨ଟି ଛତୁଆ ପ୍ରସ୍ତୁତି କେନ୍ଦ୍ର ଗସ୍ତ କରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଜିଲ୍ଲାପାଳ । MV-27 ଓ MV 69 କେନ୍ଦ୍ରରେ ଅଶ୍ୱସ୍ତିକର ପରିବେଶରେ ନିମ୍ନମାନର ଛତୁଆ ପ୍ରସ୍ତୁତ ହେଉଥିଲା । ପୂର୍ବରୁ ତାଗିଦ ମଧ୍ୟ କରାଯାଇଥିଲା । ହେଲେ କୌଣସି ପରିବର୍ତ୍ତନ ହୋଇନଥିଲା ଏନେଇ ମଞ୍ଜୁଳା ପ୍ରଧାନଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.